ଇଟାନଗର: ଭୂକମ୍ପରେ ଥରିଲା ଅରୁଣାଚଳ ପ୍ରଦେଶ । ରିକ୍ଟର ସ୍କେଲରେ ତୀବ୍ରତା 3.4 ରେକର୍ଡ । ଏନେଇ ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ପକ୍ଷରୁ ସୂଚନା ମିଳିଛି ।
ଭୂକମ୍ପରେ ଥରିଲା ଅରୁଣାଚଳ ପ୍ରଦେଶ, ତୀବ୍ରତା 3.4 ରେକର୍ଡ
ଭୂକମ୍ପରେ ଥରିଲା ଅରୁଣାଚଳ ପ୍ରଦେଶ । ରିକ୍ଟର ସ୍କେଲରେ ତୀବ୍ରତା 3.4 ରେକର୍ଡ । ଅଧିକ ଖବର ପଢନ୍ତୁ...
ଭୂକମ୍ପରେ ଥରିଲା ଅରୁଣାଚଳ ପ୍ରଦେଶ, ତୀବ୍ରତା 3.4 ରେକର୍ଡ
ଏହି ଭୂକମ୍ପର ଝଟକା ରବିବାର ସକାଳ 8:01ରେ ଅନୁଭୂତ ହୋଇଛି । ଚାଙ୍ଗଲାଙ୍ଗର ଦକ୍ଷିଣ-ପଶ୍ଚିମ 47 କିଲୋମିଟରରେ ଏହାର କେନ୍ଦ୍ରସ୍ଥଳ ରହିଥିଲା । ଭୂକମ୍ପରେ କ୍ଷୟକ୍ଷତି ବିଷୟରେ କୌଣସି ସୂଚନା ମିଳିନାହିଁ ।