ନୂଆଦିଲ୍ଲୀ: ମୋଦି ସରକାରଙ୍କ ଦ୍ବିତୀୟ ଇଂନିସ ଆରମ୍ଭ । ମୋଦି ସହ ତାଙ୍କ ମନ୍ତ୍ରିମଣ୍ଡଳକୁ ଆଜି(ଗୁରୁବାର) ସନ୍ଧ୍ୟା 7ଟାରେ ରାଷ୍ଟ୍ରପତି ଭବନ ପ୍ରାଙ୍ଗଣରେ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ପ୍ରଧାନମନ୍ତ୍ରୀଙ୍କ ସମେତ ମୋଟ 58 ଜଣ ସାଂସଦ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି । 58 ଜଣ ମନ୍ତ୍ରୀଙ୍କ ମଧ୍ୟରୁ ପ୍ରଧାନମନ୍ତ୍ରୀଙ୍କୁ ଛାଡି 24 ଜଣ କ୍ୟାବିନେଟ ମନ୍ତ୍ରୀ ଭାବେ, 9 ଜଣ ରାଷ୍ଟ୍ରମନ୍ତ୍ରୀ(ସ୍ବାଧୀନ ଦାୟିତ୍ବ) ଓ 24 ଜଣ ରାଷ୍ଟ୍ରମନ୍ତ୍ରୀ ହିସାବରେ ଶପଥ ନେଇଛନ୍ତି ।
ତେବେ ଆସନ୍ତୁ ଜାଣିବା କିଏ କ୍ୟାବିନେଟ ମନ୍ତ୍ରୀ ଓ କିଏ ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି...
1. ପ୍ରଧାନମନ୍ତ୍ରୀ- ନରେନ୍ଦ୍ର ମୋଦି
କ୍ୟାବିନେଟ ମନ୍ତ୍ରୀ
2. ରାଜନାଥ ସିଂହ
3. ଅମିତ ଶାହ
4.ନିତିନ ଗଡକରୀ
5. ଡିଭି ସଦାନନ୍ଦ ଗୌଡା
6. ନିର୍ମଳା ସୀତାରମଣ
7. ରାମବିଳାଶ ପାଶୱାନ
8. ନରେନ୍ଦ୍ର ସିଂହ ତୌମାର
9. ରବି ଶଙ୍କର ପ୍ରସାଦ
10. ହର୍ସିମିରତ କୌର ବାଦଲ
11. ଥାୱର ଚାନ୍ଦ ଗେହଲଟ
12. ସୁବ୍ରମଣ୍ୟମ୍ ଜୟଶଙ୍କର
13. ରମେଶ ପୋଖରିଆଲ୍
14. ଅର୍ଜୁନ ମୁଣ୍ଡା
15. ସ୍ମୃତି ଇରାନୀ
16. ଡକ୍ଟର ହର୍ଷ ବର୍ଦ୍ଧନ
17. ପ୍ରକାଶ ଜାଭେଡକର
18. ପୀୟୁଷ ଗୋଏଲ
19. ଧର୍ମେନ୍ଦ୍ର ପ୍ରଧାନ
20. ମୁକ୍ତାର ଆବାସ ନକ୍ଭି
21. ପ୍ରହଲ୍ଳାଦ ଜୋଶୀ
22. ମହେନ୍ଦ୍ର ନାଥ ପାଣ୍ଡେ
23. ଅରବିନ୍ଦ ଗଣପତ ସାଓ୍ଵନ
24. ଗିରିରାଜ ସିଂହ
25. ଗଜେନ୍ଦ୍ର ସିଂହ ଶେଖାଓ୍ଵତ
ରାଷ୍ଟ୍ରମନ୍ତ୍ରୀ (ସ୍ବାଧୀନ ଦାୟିତ୍ବ)