ଓଡିଶା

odisha

ETV Bharat / bharat

କୋରୋନା ନେଲା 20 ଦିନର ଶିଶୁ ଜୀବନ, ମୃତ୍ୟୁ ପରେ ଆସିଲା ରିପୋର୍ଟ

ରାଜସ୍ଥାନ ଜୟପୁର ସ୍ଥିତ ଜେକେ ଲୋନ ମେଡିକାଲରେ ଜଣେ 20 ଦିନ ନବଜାତ ଶିଶୁର କୋରୋନା କାରଣରୁ ମୃତ୍ୟୁ ଘଟିଛି ।

j_corona death
କୋରୋନା ନେଲା 20 ଦିନ ଶିଶୁର ଜୀବନ

By

Published : May 2, 2020, 12:17 PM IST

ଜୟପୁର: କୋରୋନା ନେଲା 20 ଦିନ ଶିଶୁର ଜୀବନ । ରାଜସ୍ଥାନ ଜୟପୁର ସ୍ଥିତ ଜେକେ ଲୋନ ମେଡିକାଲରେ ଜଣେ 20 ଦିନ ନବଜାତ ଶିଶୁର କୋରୋନା କାରଣରୁ ମୃତ୍ୟୁ ଘଟିଛି ।

ସୂଚନା ଅନୁଯାୟୀ, ଗତ ଶୁକ୍ରବାର ଶିଶୁଟିର ସ୍ବାସ୍ଥ୍ୟାବସ୍ଥା ଖରାପ ଥିବାରୁ ଶିଶୁଟିକୁ ଜେକେ ଲୋନ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ମାତ୍ର ସେପ୍ଟିସିମିୟା କାରଣରୁ ଶିଶୁଟିର ମୃତ୍ୟୁ ଘଟିଥିଲା ।

ଏହାପରେ ମେଡିକାଲ କତ୍ତୃପକ୍ଷ ଶିଶୁଟିର ରକ୍ତନମୂନା କୋରୋନା ପରୀକ୍ଷା ପାଇଁ ପଠାଇଥିଲେ । ଯେଉଁଥିରେ ଶିଶୁଟିର କୋରୋନା ରିପୋର୍ଟ ପଜେଟିଭ ଆସିଥିଲା ।

ABOUT THE AUTHOR

...view details