ଓଡିଶା

odisha

ETV Bharat / bharat

ଅଟୋକୁ ପିଟିଲା ବସ୍, 12 ମୃତ

କର୍ଣ୍ଣାଟକର ଚିନ୍ତାମଣି ଠାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଯେଉଁଥିରେ 12 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଗୁରୁତର ଆହତ ହୋଇଛନ୍ତି ।

By

Published : Jul 3, 2019, 4:53 PM IST

ପ୍ରତିକାତ୍ମକ ଫଟୋ

ବେଙ୍ଗାଲୁରୁ: ଦିନକୁ ଦିନ ଦେଶରେ ସଡକ ଦୁର୍ଘଟଣା ବଢିବାରେ ଲାଗିଛି । ଏହି କ୍ରମରେ କର୍ଣ୍ଣାଟକର ଚିନ୍ତାମଣି ଠାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଯେଉଁଥିରେ 12 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଗୁରୁତର ଆହତ ହୋଇଛନ୍ତି ।

ସୂଚନା ଅନୁସାରେ, ଚିନ୍ତାମଣି ନିକଟରେ ବସ ଓ ଅଟୋରିକ୍ସା ମଧ୍ୟରେ ଜୋରଦାର ଧକ୍କା ହୋଇଥିଲା । ଯାହା ଫଳରେ ଘଟଣାସ୍ଥଳରେ ହିଁ 12 ଜଣଙ୍କ ମୃତ୍ୟୁ ହୋଇଥିଲା । ତେବେ ଖବର ପାଇ ଘଟଣାସ୍ଥଳରେ ପୋଲିସ ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗ ପହଞ୍ଚି ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ବିତ କରିଛନ୍ତି ।

ABOUT THE AUTHOR

...view details