ନୂଆଦିଲ୍ଲୀ: ଭାରତର ବୃହତ୍ତମ ବୀମା କମ୍ପାନୀ ଭାରତୀୟ ଜୀବନ ବୀମା ନିଗମ(LIC)ର ନୂଆ ପରିଚାଳନା ନିର୍ଦ୍ଦେଶକ ହୋଇଛନ୍ତି ବିସି ପଟ୍ଟନାୟକ । ଏଲଆଇସିର ଏମଡି ପଦରେ ପଟ୍ଟନାୟକ ଦାୟିତ୍ବ ସମ୍ଭାଳିଥିବା ଶୁକ୍ରବାର କମ୍ପାନୀ ପକ୍ଷରୁ କୁହାଯାଇଛି ।
ବିସି ପଟ୍ଟନାୟକ ହେଲେ LIC ଏମଡି - LIC ଏମଡି
ଏଲଆଇସି(LIC)ର ନୂଆ ପରିଚାଳନା ନିର୍ଦ୍ଦେଶକ ହୋଇଛନ୍ତି ବିସି ପଟ୍ଟନାୟକ । ଏଲଆଇସିର ଏମଡି ଭାବରେ କାର୍ଯ୍ୟଭାର ସମ୍ଭାଳିବା ପୂର୍ବରୁ ପଟ୍ଟନାୟକ ବୀମା ଲୋକପାଳ ପରିଷଦ(ସିଆଇଓ) ମୁମ୍ବାଇର ମହାସଚିବ ଥିଲେ । ଅଧିକ ପଢନ୍ତୁ...
ବିସି ପଟ୍ଟନାୟକ ହେଲେ LIC ଏମଡି
ଏଲଆଇସି ବିବୃତ୍ତି ଅନୁଯାୟୀ, 5 ଜୁଲାଇ 2021ର ସରକାରୀ ବିଜ୍ଞପ୍ତି ଅନୁଯାୟୀ, ପରିଚାଳନା ନିର୍ଦ୍ଦେଶକ ଭାବରେ ବିସି ପଟ୍ଟନାୟକଙ୍କୁ ନିଯୁକ୍ତ କରାଯାଇଛି । ଏଲଆଇସିର ଏମଡି ଭାବରେ କାର୍ଯ୍ୟଭାର ସମ୍ଭାଳିବା ପୂର୍ବରୁ ପଟ୍ଟନାୟକ ବୀମା ଲୋକପାଳ ପରିଷଦ(ସିଆଇଓ) ମୁମ୍ବାଇର ମହାସଚିବ ଥିଲେ । ବର୍ତ୍ତମାନ ଏଲଆଇସିରେ 4 ଜଣ ପ୍ରବନ୍ଧକ ନିର୍ଦ୍ଦେଶକ ରହିଛନ୍ତି ।