ଓଡିଶା

odisha

ETV Bharat / bharat

ବିଧାନସଭା ଉପନିର୍ବାଚନ ଗଣତି: ବଳ କଷୁଛି ବିଜେପି, ପଛରେ ପଡିନି କଂଗ୍ରେସ

ଦେଶରେ 5 ରାଜ୍ୟର ବିଧାନସଭା ବିଗ ଫାଇଟ ଫଳାଫଳ ପାଇଁ ଗଣତି ଜାରି । ଅଧିକ ପଢନ୍ତୁ...

ବିଧାନସଭା ଉପନିର୍ବାଚନ ଗଣତି: ବଳ କଷୁଛି ବିଜେପି, କମରେ ନାହିଁ କଂଗ୍ରେସ
ବିଧାନସଭା ଉପନିର୍ବାଚନ ଗଣତି: ବଳ କଷୁଛି ବିଜେପି, କମରେ ନାହିଁ କଂଗ୍ରେସ

By

Published : May 2, 2021, 3:36 PM IST

ହାଇଦ୍ରାବାଦ: ଦେଶରେ 4 ରାଜ୍ୟ ଏବଂ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳର ବିଧାନସଭା ବିଗ୍ ଫାଇଟ ଫଳାଫଳ ପାଇଁ ଗଣତି ଚାଲିଥିବାବେଳେ, 9 ରାଜ୍ୟର ବିଧାନସଭା ଉପନିର୍ବାଚନ ପାଇଁ ଚାଲିଛି ଭୋଟ ଗଣତି । ତେବେ ଉପନିର୍ବାଚନ ବାଜିରେ ଉଭୟ ବିଜେପି ଓ କଂଗ୍ରେସ ସମାନ୍ତରଳ ଭାବେ ଆଗକୁ ବଢୁଥିବା ଦେଖିବାକୁ ମିଳିଛି । ଜାଣନ୍ତୁ କିଏ କେଉଁଠି ଆଗୁଆ, କିଏ ଜିତିଲା କେଉଁ ଆସନ ।

ଗୁଜୁରାଟ: ବିଜେପି

ଉତ୍ତରାଖଣ୍ଡ: ବିଜେପି

କର୍ଣ୍ଣାଟକ: ବିଜେପି (1), କଂଗ୍ରେସ (1) ( ତେବେ କଂଗ୍ରେସ ପ୍ରାର୍ଥୀ ବାସଙ୍ଗଉଡା ତୁରଭିହଲ ବିଜୟୀ ହୋଇଛନ୍ତି । ସେ ମାସ୍କି ବିଧାନସଭା ଆସନରୁ ବିଜେପି ପ୍ରାର୍ଥୀଙ୍କୁ 30 ହଜାର ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି ।

ମିଜୋରାମ: ଜୋରାମ ପିପୁଲ୍ସ ମୋମେଣ୍ଟ

ମଧ୍ୟ ପ୍ରଦେଶ: କଂଗ୍ରେସ

ରାଜସ୍ଥାନ: କଂଗ୍ରେସ (2), ବିଜେପି (1)

ତେଲେଙ୍ଗାନା: ଟିଆରଏସ (ତେବେ ତେଲେଙ୍ଗାନା ନାଗାର୍ଜୁନସାଗର ଉପନିର୍ବାଚନରେ ବିଜୟୀ ହୋଇଛନ୍ତି ଟିଆରଏସ୍ ପ୍ରାର୍ଥୀ ନୋମୁଲା ଭଗତ ।

ମହାରାଷ୍ଟ୍ର: ଏନସିପି

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details