ଓଡିଶା

odisha

ETV Bharat / bharat

ଓଡ଼ିଶାର ୨ ଯବାନଙ୍କୁ ମରଣୋତ୍ତର ‘ସୌର୍ଯ୍ୟ ଚକ୍ର ସମ୍ମାନ’ - ୭୫ th independence day

ଓଡ଼ିଶାର ୨ ଯବାନଙ୍କୁ ମିଳିବ ମରଣୋତ୍ତର ସୌର୍ଯ୍ୟ ଚକ୍ର ସମ୍ମାନ । ଶହୀଦ ୨ ଏସ୍ଓଜି କମାଣ୍ଡୋ ସୁଧୀର ଟୁଡୁ ଓ ଦେବାଶିଷ ସେଠୀଙ୍କୁ ମିଳିବ ମରଣୋତ୍ତର ସୌର୍ଯ୍ୟ ଚକ୍ର ସମ୍ମାନ । ଅଧିକ ପଢନ୍ତୁ...

୬ ସେନାଧିକାରୀଙ୍କୁ ସୌର୍ଯ୍ୟ ଚକ୍ର, ଓଡିଶାରୁ ମରଣତ୍ତୋର ଭାବେ ପାଇବେ ଦୁଇ ଶହୀଦ
୬ ସେନାଧିକାରୀଙ୍କୁ ସୌର୍ଯ୍ୟ ଚକ୍ର, ଓଡିଶାରୁ ମରଣତ୍ତୋର ଭାବେ ପାଇବେ ଦୁଇ ଶହୀଦ

By

Published : Aug 14, 2021, 7:16 PM IST

Updated : Aug 14, 2021, 7:24 PM IST

ଭୁବନେଶ୍ବର: ଓଡ଼ିଶାର ୨ ଯବାନଙ୍କୁ ମିଳିବ ମରଣୋତ୍ତର ସୌର୍ଯ୍ୟ ଚକ୍ର ସମ୍ମାନ । ଶହୀଦ ୨ ଏସ୍ଓଜି କମାଣ୍ଡୋ ସୁଧୀର ଟୁଡୁ ଓ ଦେବାଶିଷ ସେଠୀଙ୍କୁ ମିଳିବ ମରଣୋତ୍ତର ସୌର୍ଯ୍ୟ ଚକ୍ର ସମ୍ମାନ । ଟ୍ବିଟ୍ କରି ସୂଚନା ଦେଲେ ଓଡିଶା ପୋଲିସ ମହାନିର୍ଦ୍ଦେଶକ ।

ମାଓବାଦୀଙ୍କ ସହ ଗୁଳି ବିନିମୟରେ ଏହି ଦୁଇ କମାଣ୍ଡୋ ଅସୀମ ବୀରତ୍ୱ ପ୍ରଦର୍ଶନ କରିବା ସହ ବୀରଗତି ପ୍ରାପ୍ତ ହୋଇଥିଲେ ।

ଡିଜି ଟ୍ବିଟ୍ କରି ସୂଚନା ଦେଇଛନ୍ତି, ଭାରତ ସରକାରଙ୍କ ପକ୍ଷରୁ ଏହି ଘୋଷଣା ପରେ ମୁଁ ଶହୀଦଙ୍କ ପରିବାର ସହିତ ଫୋନ ଯୋଗେ କଥା ହୋଇଛି । ଅଦମ୍ୟ ସାହସ ଓ ବୀରତ୍ୱ ପ୍ରଦର୍ଶନ କରିଥିବା ଯବାନଙ୍କୁ କାର୍ଯ୍ୟ ସର୍ବଦା ସ୍ମରଣୀୟ । ପ୍ରକଶ ଯେ, ଅସୀମ ବୀରତ୍ବ ପ୍ରଦର୍ଶନ କରଥିବା ଯବାନଙ୍କୁ ଏହି ସମ୍ମାନ ମିଳିଥାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Aug 14, 2021, 7:24 PM IST

ABOUT THE AUTHOR

...view details