ନୂଆଦିଲ୍ଲୀ: ମହାମାରୀ କୋରୋନା ସଂକ୍ରମଣ ଉପରେ ରୋକ ଲଗାଇବାକୁ ସମଗ୍ର ଦେଶରେ ମେ ପହିଲା ଅର୍ଥାତ ଶନିବାରଠୁ ଆରମ୍ଭ ହେବାକୁଯାଉଛି ତୃତୀୟ ପର୍ଯ୍ୟାୟ ଟୀକାକରଣ । ଏହି ପର୍ଯ୍ୟାୟରେ 18 ବର୍ଷରୁ ଊର୍ଦ୍ଧ୍ବ ବୟସ୍କଙ୍କୁ ଦିଆଯିବ କୋରୋନା ଟିକା । ଏହାରି ମଧ୍ୟରେ ଟୀକାକରଣ ପାଇଁ ପ୍ରସ୍ତୁତ ଥିବା କହିଛି ଆପୋଲୋ ହସ୍ପିଟାଲ ।
ଆପୋଲୋରେ ଦିଆଯିବ କୋରୋନା ଟିକା, ପ୍ରସ୍ତୁତ ହସ୍ପିଟାଲ - covid 19]
ତୃତୀୟ ପର୍ଯ୍ୟାୟ ଟୀକାକରଣରେ 18 ବର୍ଷରୁ ଊର୍ଦ୍ଧ୍ବ ବୟସ୍କଙ୍କୁ ଦିଆଯିବ କୋରୋନା ଟିକା । ଏହାରି ମଧ୍ୟରେ ଟୀକାକରଣ ପାଇଁ ପ୍ରସ୍ତୁତ ଥିବା କହିଛି ଆପୋଲ ହସ୍ପିଟାଲ । ଅଧିକ ପଢନ୍ତୁ...
ଆପୋଲରେ ଦିଆଯିବ କୋରୋନା ଟିକା, ପ୍ରସ୍ତୁତ ହସ୍ପିଟାଲ
ଶୁକ୍ରବାର ଆପୋଲ ହସ୍ପିଟାଲ ଗ୍ରୁପ ପକ୍ଷରୁ ଘୋଷଣା କରାଯାଇଛି ଯେ ମେ 1ରୁ 18 ବର୍ଷରୁ 44 ବର୍ଷ ମଧ୍ୟରେ ବ୍ୟକ୍ତିଙ୍କ ଟୀକାକରଣ ଆରମ୍ଭ ହେବ । କୋରୋନା ସଂକ୍ରମଣ ପ୍ରଭାବକୁ କମ କରିବା ପାଇଁ ଓ ଟୀକାକରଣର ମହତ୍ବକୁ ବୁଝିବା ସହିତ ଆପୋଲ ହସ୍ପିଟାଲ ଏହି ପଦକ୍ଷେପ ନେଇଛି । ଆପୋଲ ହସ୍ପିଟାଲ ଏବେ କୋଭିଶିଲ୍ଡ ଟିକାର ବ୍ୟବହାର କରିବ ।