ଅମରାବତୀ:କୋରୋନାର ଦ୍ବିତୀୟ ଲହର ପରେ ଆସିପାରେ ତୃତୀୟ ଲହର । ଏହାକୁ ଦୃଷ୍ଟିରେ ରଖି ଆନ୍ଧ୍ରପ୍ରଦେଶ ସରକାର ମହିଳାଙ୍କ ଟୀକାକରଣକୁ ପ୍ରାଥମିକତା ଦେବାକୁ ନିଷ୍ପତି ନେଇଛନ୍ତି । ଯେଉଁ ମହିଳାମାନଙ୍କର 5 ବର୍ଷରୁ କମ୍ ଶିଶୁ ଅଛନ୍ତି ସେମାନଙ୍କୁ ପ୍ରାଥମିକତା ଦିଆଯିବ । ଏନେଇ ଏକ ତାଲିକା ସରକାର ସ୍ବାସ୍ଥ୍ୟ ବିଭାଗର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
5ବର୍ଷରୁ କମ୍ ବୟସର ଶିଶୁଙ୍କ ମା'ଙ୍କୁ ଟୀକାକରଣରେ ପ୍ରାଥମିକତା - ଟୀକାକରଣରେ ପ୍ରାଥମିକତା
କୋରୋନାର ତୃତୀୟ ଲହରକୁ ଦୃଷ୍ଟିରେ ରଖି ଆନ୍ଧ୍ରପ୍ରଦେଶ ସରକାର ମହିଳାଙ୍କ ଟୀକାକରଣକୁ ପ୍ରାଥମିକତା ଦେବାକୁ ନିଷ୍ପତି ନେଇଛନ୍ତି । ଅଧିକ ପଢନ୍ତୁ...
5ବର୍ଷରୁ କମ୍ ବୟସର ଶିଶୁମାନଙ୍କ ମା'ଙ୍କୁ ଟୀକାକରଣରେ ପ୍ରାଥମିକତା ଦେବେ ଏପି ସରକାର
କେବଳ 45 ବର୍ଷରୁ ଅଧିକ ବୟସ୍କମାନଙ୍କୁ ଟୀକାକରଣ ଆବଶ୍ୟକତାଠାରୁ ମୁକ୍ତ କରାଯାଇଥିଲା | ତେବେ ଟୀକାକରଣର ଗୋଟିଏ ଦିନ ପୂର୍ବରୁ ଆଶା ଓ୍ବାର୍କର ଏବଂ ANMଙ୍କ ଦ୍ବାରା ମହିଳାମାନଙ୍କୁ ଟୋକନ୍ ଦିଆଯିବ |