ଓଡିଶା

odisha

ETV Bharat / bharat

Ukraine crisis: ଫସିଥିବା ଛାତ୍ରଛାତ୍ରୀଙ୍କ ପାଇଁ ଆନ୍ଧ୍ର ଜାରି କଲା ହେଲ୍ପଲାଇନ ନମ୍ବର - ଆନ୍ଧ୍ର ପ୍ରଦେଶ ଜାରି କଲା ହେଲ୍ପ ଲାଇନ ନମ୍ବର

ୟୁକ୍ରେନ ଉପରେ ଋଷର ଘନଘନ ଆକ୍ରମଣ । ଗୋଲାବାରୁଦ ବର୍ଷଣରେ ୟୁକ୍ରେନରେ ଦେଖାଦେଇଛି ସଙ୍କଟପୂର୍ଣ୍ଣ ପରିସ୍ଥିତି । ତେବେ ଫସିଥିବା ଭାରତୀୟଙ୍କ ପାଇଁ ହେଲ୍ପଲାଇନ ଜାରି କଲା ଆନ୍ଧ୍ରପ୍ରଦେଶ । ଅଧିକ ପଢନ୍ତୁ

Ukraine crisis: ୟୁକ୍ରେନରେ ଫସିଥିବା ଭାରତିୟଙ୍କ ପାଇଁ ଆନ୍ଧ୍ରାପ୍ରଦେଶ ଜାରି କଲା ହେଲ୍ପ ଲାଇନ ନମ୍ବର
Ukraine crisis: ୟୁକ୍ରେନରେ ଫସିଥିବା ଭାରତିୟଙ୍କ ପାଇଁ ଆନ୍ଧ୍ରାପ୍ରଦେଶ ଜାରି କଲା ହେଲ୍ପ ଲାଇନ ନମ୍ବର

By

Published : Feb 25, 2022, 3:08 PM IST

Updated : Feb 25, 2022, 3:59 PM IST

ଅମରାବତି: ଋଷ ଏବଂ ୟୁକ୍ରେନ ମଧ୍ୟରେ ତିକ୍ତତା ବଢିବାରେ ଲାଗିଛି । ଏ ମଧ୍ୟରେ ଆନ୍ଧ୍ରପ୍ରଦେଶ ସରକାର ଶୁକ୍ରବାର ଦିନ ୟୁକ୍ରେନରେ ଫସିଥିବା ଆନ୍ଧ୍ରପ୍ରଦେଶ ଛାତ୍ରଛାତ୍ରୀଙ୍କୁ ସର୍ବୋତ୍ତମ ସହାୟତା ଯୋଗାଇଦେବା ପାଇଁ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ସହିତ ସମନ୍ବୟ ରକ୍ଷା କରିବାକୁ ଅଧିକାରୀମାନଙ୍କୁ ନିଯୁକ୍ତ କରିଛନ୍ତି ।

ଏହି ଅଧିକାରୀମାନଙ୍କ ମଧ୍ୟରେ ପି ରବି ଶଙ୍କର, OSD, (ମୋବାଇଲ୍ ନମ୍ବର -9871999055), ଏମଭିଏସ୍ ରାମା ରାଓ, ସହକାରୀ କମିଶନର (9871990081) ଏବଂ ଏଏସ୍‌ଆରଏନ୍‌(ASRN) ସାଇବାବୁ ,ଆସିଷ୍ଟାଣ୍ଟ କମିଶନର (9871999430) ଏବଂ Email ID- rcapbnd@gmail.com ଜାରି କରିଛି ।

ହେଲ୍ପଲାଇନ ନମ୍ବର ହେଉଛି 0863-2340678 ଏବଂ ହ୍ବାଟ୍ସ ଆପ୍(whatsApp) ନମ୍ବର- 8500027678 ।

@ANI

Last Updated : Feb 25, 2022, 3:59 PM IST

ABOUT THE AUTHOR

...view details