ଓଡିଶା

odisha

By

Published : Dec 21, 2020, 3:14 PM IST

ETV Bharat / bharat

ଭାରସାମ୍ୟ ହରାଇ ଖାଲକୁ ଖସିଲା କାର, 4 ମୃତ

ମଧ୍ୟପ୍ରଦେଶର ଗୋୱାଲିର ଅଞ୍ଚଳରେ ଭାରସାମ୍ୟ ହରାଇ ଖାଲକୁ ଖସିଲା କାର । ଚାଲିଗଲା ଚାରି ଜୀବନ । ଅଧିକ ପଢନ୍ତୁ...

ଭାରସାମ୍ୟ ହରାଇ ଖାଲକୁ ଖସିଲା କାର, 4ମୃତ
ଭାରସାମ୍ୟ ହରାଇ ଖାଲକୁ ଖସିଲା କାର, 4ମୃତ

ଭୋପାଳ: ମଧ୍ୟପ୍ରଦେଶର ଗୋୱାଲିର ଅଞ୍ଚଳରେ ଭାରସାମ୍ୟ ହରାଇ ଖାଲକୁ ଖସିଲା କାର । ଦୁର୍ଘଟଣାରେ ଚାରିଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଭାବରେ ଆହତ ହୋଇଛନ୍ତି ।

ପୋଲିସର ସୂଚନାଅନୁସାରେ, ରବିବାର ବିଳମ୍ବିତ ରାତିରେ ଜୋରାସି ଅଞ୍ଚଳରେ ଗୋଟିଏ କାର ଭାରସାମ୍ୟ ହରାଇ ଖାଲକୁ ଖସିଯାଇଥିଲା । ଫଳରେ ଘଟଣାସ୍ଥଳରେ କାରରେ ଥିବା ଚାରିଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଭାବରେ ଆହତ ହୋଇଛନ୍ତି । ଆହତଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି । କାରଟି ଗୋୱାଲିରରୁ ଡାବରା ଅଭିମୁଖେ ଯାଉଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details