ବେଙ୍ଗାଲୁରୁ:ଭୂକମ୍ପରେ ଥରିଲା କର୍ଣ୍ଣାଟକ । ଆଜି କର୍ଣ୍ଣାଟକର ଗୁଲବର୍ଗାରେ ଏହି ଭୂକମ୍ପ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୪ ରେକର୍ଡ କରାଯାଇଛି । ଏନେଇ ନ୍ୟାସନାଲ ସେସମୋଲୋଜି ସେଣ୍ଟର ପକ୍ଷରୁ ସୂଚନା ମିଳିଛି ।
କର୍ଣ୍ଣାଟକ ଗୁଲବର୍ଗରେ ୩.୪ ତୀବ୍ରତା ଭୂକମ୍ପ - ଭୂକମ୍ପ
ଆଜି କର୍ଣ୍ଣାଟକର ଗୁଲବର୍ଗରେ ଏହି ଭୂକମ୍ପ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୪ ରେକର୍ଡ କରାଯାଇଛି । ଅଧିକ ପଢନ୍ତୁ...
କର୍ଣ୍ଣାଟକ ଗୁଲବର୍ଗାରେ ୩.୪ ତୀବ୍ରତା ଭୂକମ୍ପ
ଆଜି ସକାଳ ୬ଟା ୫ ମିନିଟ ସମୟରେ ଏହି ଭୂକମ୍ପ ହୋଇଥିଲା, ଯାହାର ଗଭୀରତା ୧୦ କିଲୋମିଟର ହୋଇଥିବା ସୂଚନାମିଳିଛି । ଏହାର ଅକ୍ଷାଂଶ ୧୬.୯୭ ଓ ଦ୍ରାଘିମା ୭୭. ୩୦ ରହିଥିବା ରେକର୍ଡ କରାଯାଇଛି । ତେବେ ଏହି ଭୂକମ୍ପରେ କ୍ଷୟକ୍ଷତି ନେଇ କୌଣସି ସୂଚନା ମିଳିନାହିଁ ।
@ANI