ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତିଲେ ଯୁବତୀ, ବଞ୍ଚାଇଲେ ମହିଳା RPF ପୋଲିସ - ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତିଲେ ଯୁବତୀ
🎬 Watch Now: Feature Video
ରାଞ୍ଚି: ମରଣରୁ ମୁହଁରୁ ଅଳ୍ପକେ ବର୍ତ୍ତିଲେ ଯୁବତୀ । ଚଳନ୍ତା ଟ୍ରେନରେ ଚଢୁଥିବା ସମୟରେ ହଠାତ ଯୁବତୀଙ୍କ ଗୋଡ ଖସି ଯାଇଥିଲା । ଏଭଳି ଘଟଣା ଘଟିଛି ଝାଡ଼ଖଣ୍ଡ ଜାମସେଦପୁରର ଟାଟା ନଗର ରେଳ ଷ୍ଟେସନରେ । ସେଠାରେ ଉପସ୍ଥିତ ଆରପିଏଫ ମହିଳା ପୋଲିସ ଅଧିକାରୀ ଯୁବତୀଙ୍କ ବଞ୍ଚାଇଛନ୍ତି। ଯୁବତୀଙ୍କୁ ମୃତ୍ୟୁମୁଖରୁ ଟାଣି ଆଣିଥିଲେ ରେଲୱେ ପୋଲିସ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ