ଭାଇଦୁଜରେ ଭାଇଙ୍କୁ ଖୁସି କରାନ୍ତୁ, ଘରେ ବନାନ୍ତୁ ଖୁଆ ଗୁଲାବଜାମୁନ

🎬 Watch Now: Feature Video

thumbnail

By

Published : Nov 4, 2021, 1:48 PM IST

Updated : Nov 4, 2021, 2:48 PM IST

ନଭେମ୍ବର ମାସ ଆରମ୍ଭ ହେବାସହ ପର୍ବପର୍ବାଣି ମଧ୍ୟ ଜାରି ରହିଛି। ନଭେମ୍ବରରେ ଧନତେରସ, ଦୀପାବଳି, ଭାଇ ଦୁଜ, ଛଠ ପୂଜା, ଗୁରୁନାନକ ଜୟନ୍ତୀ ଭଳି ଅନେକ ପର୍ବପର୍ବାଣି ପଡୁଛି । ତେବେ ଏହି ପାର୍ବଣ ଋତୁରେ ସମସ୍ତଙ୍କର ମନ ହୋଇଥାଏ କିଛି ସ୍ପେଶାଲ ଖାଇ ମୁହଁ ମିଠା କରିବାକୁ। ଆଜି ଦୀପାବଳି ଥିବା ବେଳେ ଆଗକୁ ଆସୁଛି ଭାଇଦୁଜ । ଆଉ ଏହି ଭାଇଦୁଜରେ ଯଦି ଭାଇମାନଙ୍କୁ କିଛି ସ୍ପେଶାଲ କରି ଖୁଆଇବାକୁ ଚାହୁଁଛନ୍ତି, ତେବେ ଘରେ ପ୍ରସ୍ତୁତ କରନ୍ତୁ ଖୁଆ ଗୁଲାବଜାମୁନ । ଚାଲନ୍ତୁ ଦେଖିବା କେମିତି ହୁଏ ଏହା ପ୍ରସ୍ତୁତ...
Last Updated : Nov 4, 2021, 2:48 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.