ଓଡିଶା ବଜେଟ 2021: ଶୀତଳ ଭଣ୍ଡାର ଓ ଜଳସେଚନ ଉପରେ ଫୋକସ ଦାବି - agri sector
🎬 Watch Now: Feature Video
ବୌଦ୍ଧ: ମହାମାରୀ କୋରାନା କାଳରେ ଅଭିବୃଦ୍ଧିରେ ବଡ ଯୋଗଦାନ ରଖିଛି କୃଷି କ୍ଷେତ୍ର । କଟକଣାରୁ ମୁକ୍ତ ରହିଥିବାରୁ ଏହି ସେକ୍ଟର ଦୁର୍ବଳ ଅର୍ଥନୀତିକୁ ମଜବୁତ ହେବାକୁ ବଳ ଦେଇଛି । ଏଣୁ ସୋମବାର ଆଗତ ହେବାକୁ ଥିବା ଓଡିଶା ବଜେଟରେ କୃଷି ଓ ଆନୁସଙ୍ଗୀକ କ୍ଷେତ୍ରର ବିକାଶ ପାଇଁ ଶୀତଳ ଭଣ୍ଡାର ଓ ଜଳସେଚନର ଅଧିକ ଉନ୍ନତି ଆବଶ୍ୟକତା ରହିଛି ବୋଲି ମତ ରଖିଛନ୍ତି ବିଶେଷଜ୍ଞ ।
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ