ରଜ ଶେଷ ଦିନରେ ଦୋଳି ସହ ପିଠାପଣାର ଆନନ୍ଦ ନେଲେ ରାଜଧାନୀବାସୀ
🎬 Watch Now: Feature Video
ରଭୁବନେଶ୍ବର: ସରି ଆସିଲାଣି ଏବର୍ଷ ରଜ । ବୁଧବାର ରଜର ତୃତୀୟ ଦିନ ଥିବା ବେଳେ ସମସ୍ତେ ଏହାର ଭରପୁର ଆନନ୍ଦ ଉଠାଇଛନ୍ତି । ରାଜଧାନୀର ଡମଣା ବଣିଆ ସାହିରେ ମାକ୍ସ ପିନ୍ଧି ଦୋଳି ଖେଳି ରଜ ପାଳୁଛନ୍ତି କୁମାରୀ ଝିଅ । ପିଠାପଣା, ପାନ ଓ ସଜବାଜ ହୋଇ ଶେଷ ରଜର ଆନନ୍ଦ ନେଇଛନ୍ତି ଶିଶୁ, ଯୁବତୀ ଓ ମହିଳା ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ