କଣ୍ଟେନମେଣ୍ଟ ଜୋନରେ ପ୍ରଶାସନ ପ୍ରସ୍ତୁତି
🎬 Watch Now: Feature Video
18 ତାରିଖରେ ବାଲେଶ୍ବର ଜିଲ୍ଲାରେ ପ୍ରଥମ କରୋନା ପଜିଟିଭ ଘଟଣା ସାମ୍ନାକୁ ଆସିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ପ୍ରଶାସନ ପକ୍ଷରୁ ଆକ୍ରାନ୍ତଙ୍କ ଅଞ୍ଚଳକୁ ଜିଲ୍ଲାପାଳ ଓ ଏସପି ପରିଦର୍ଶନ କରିବା ପରେ ଉକ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି। ଆକ୍ରାନ୍ତଙ୍କ ଘର ନେଳିଆବାଗ ଅଞ୍ଚଳରେ ଜଣାପଡ଼ିବା ପରେ ଉକ୍ତ ଅଞ୍ଚଳକୁ ସଂଯୋଗ କରୁଥିବା 9ଟି ରାସ୍ତାକୁ ପ୍ରଶାସନ ପକ୍ଷରୁ ସିଲ କରାଯାଇଛି। ପ୍ରଶାସନ ପକ୍ଷରୁ କଣ୍ଟେନମେଣ୍ଟ ଜୋନରେ କିପରି ଚାଲିଛି କୋରୋନା ପ୍ରସ୍ତୁତି ସେନେଇ ଅଧିକ ସୂଚନା ଦେଉଛନ୍ତି ଆମ ବାଲେଶ୍ବର ପ୍ରତିନିଧି ଜୀବନ ଜ୍ୟୋତି ନାୟକ...