କଅଁଳ କାନ୍ଧରେ ପରିବାର ବୋଝ, ଭିକ ମାଗିଲେ ପୋଷୁଛି ପେଟ - କେନ୍ଦ୍ରାପଡା ନ୍ୟୁଜ
🎬 Watch Now: Feature Video

ଖେଳିବା ବୟସ ଯାଇନି ହେଲେ କଅଁଳ ମୁଣ୍ଡରେ ବୋହିବାକୁ ପଡୁଛି ସଂସାର ଯାକର ବୋଝ । ନା ଠିକ ସେ ଖାଇ ପାରୁଛନ୍ତି ନା ପାଠ ପଢିପାରୁଛି । ରୋଗିଣା ବାପାମାଆଙ୍କ ସହ କରୁଛନ୍ତି ବଡ ଭାଇର ସେବା । କେବଳ ସେତିକି ନୁହେଁ ଆର୍ଥିକ ସ୍ଥିତି ଖରାପ ଥିବାରୁ ଆ ତା ପାଖରୁ ପଇସା ମାଗି ଘର ଚଳାଉଛନ୍ତି। ସେ ହେଉଛନ୍ତି କେନ୍ଦ୍ରାପଡା ମାର୍ଶାଘାଇର ପ୍ରଥମେଶ ବେହେରା ।