ଭାସିଲା 160 ଫୁଟର ଡଙ୍ଗା, ଦେଖିବାକୁ ପହଞ୍ଚିଲେ ସାଂସଦ
🎬 Watch Now: Feature Video
ବାଲେଶ୍ଵର: ସୋର ମାଣିତ୍ରୀ ଗ୍ରାମରେ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଗାଁ ପୋଖରୀରେ ଭାସିଲା 160 ଫୁଟର ଡଙ୍ଗା । ଗ୍ରାମବାସୀମାନେ ପ୍ରତିବର୍ଷ କାର୍ତ୍ତିକ ପୂର୍ଣ୍ଣିମାରେ ଏପରି ଦୀର୍ଘତମ ଡଙ୍ଗା ତିଆରି କରି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥାନ୍ତି । ଏଥର ମଧ୍ୟ ଆକର୍ଷଣୀୟ ଡଙ୍ଗା ବନାଇ ଚର୍ଚ୍ଚା ସାଉଁଟିଛନ୍ତି । ଖବର ପାଇ ବାଲେଶ୍ଵର ସାଂସଦ ପ୍ରତାପ ଷଡଙ୍ଗୀ ସେଠାରେ ପହଁଚିଛନ୍ତି ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ