ଶିବଙ୍କ ମଥାରେ କାହିଁକି ଚଢ଼ାଯାଏ କେତକୀ ଆଉ ଦୁଦୁରା ? ଜାଣନ୍ତୁ ବିଶେଷତା - କେତକୀ ଓ ଦୁଧୁରା ଫୁଲର ବିଶେଷତା
🎬 Watch Now: Feature Video

ଭୁବନେଶ୍ବର: ଆଜି ପବିତ୍ର ମହାଶିବରାତ୍ରୀ। ବେଲପତ୍ର ସହ କେତକୀ ଓ ଦୁଦୁରା ଫୁଲ ମହାଦେବଙ୍କ ଅତ୍ୟନ୍ତ ପ୍ରିୟ ଅଟେ। ଏହି ଦିନରେ ପ୍ରଭୁଙ୍କୁ କେତକୀ ଓ ଦୁଦୁରା ଫୁଲ ଚଢ଼ାଇଲେ ମହାଦେବ ପ୍ରସନ୍ନ ହୋଇଥାନ୍ତି। ଅଭିଷପ୍ତ କେତକୀ ଫୁଲ କେବଳ ଶିବଙ୍କ ମଥାରେ ଚଢ଼ାଯାଇଥିବାବେଳେ ଅନ୍ୟ କୌଣସି ଦେବାଦେବୀଙ୍କ ପାଖରେ ଚଢ଼ାଯାଏ ନାହିଁ। ତେବେ କଣ ରହିଛି ଏହାର ବିଶେଷତା ଏବଂ ଆଜିର ଦିନରେ କାହିଁକି ଶିବଙ୍କ ମଥାରେ ଏହି ଫୁଲ ଚଢ଼ାଯାଏ ଶୁଣନ୍ତୁ ସେବାୟତଙ୍କ ମୁହଁରୁ ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ
Last Updated : Feb 3, 2023, 8:18 PM IST