ବଦ୍ରୀନାଥ ଜାତୀୟ ରାଜପଥରେ ମାଟି ଅତଡା ଖସି 3 ମୃତ, ଦେଖନ୍ତୁ ଭିଡିଓ - chamoli accident
🎬 Watch Now: Feature Video

ଡେରାଡୁନ: ଉତ୍ତରାଖଣ୍ଡର ଚମେଲି ସ୍ଥିତ ବଦ୍ରୀନାଥ ଜାତୀୟ ରାଜପଥରେ ଅଘଟଣ। ଆଲଭେଥରରେ ରାସ୍ତା ନିର୍ମାଣ କାର୍ଯ୍ୟ ଚାଲିଥିବାବେଳେ ରାସ୍ତା କାଟିବା ସମୟରେ ମାଟି ଅତଡା ଖସି 3 ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ପୋଷ୍ଟମର୍ଟମ ପାଇଁ ପଠାଇଥିବା ସୂଚନା ମିଳିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ