କୋରୋନା ଭୟ: କାଁ ଭାଁ ସ୍ଥାନରେ ପାଳିତ ହୋଲି - holi news

🎬 Watch Now: Feature Video

thumbnail

By

Published : Mar 10, 2020, 3:23 PM IST

ନୂଆପଡା: ଆଜି ରଙ୍ଗର ପର୍ବ ହୋଲି । ହେଲେ ବିଶ୍ବରେ ବ୍ୟାପିଥିବା କୋରୋନା ଭାଇରସ ଯୋଗୁଁ ସମସ୍ତ ସ୍ଥାନରେ ହୋଲି ପର୍ବ ଫିକା ପଡିଥିବା ଦେଖିବାକୁ ମିଳିଛି । ତଥାପି କିଛି ସ୍ଥାନରେ ବର୍ଷକର ପର୍ବ ହୋଲିକୁ ପାଳନ କରିବାକୁ ଯୁବକମାନେ ପରସ୍ପରକୁ ଅବିର ବୋଳି ହୋଲି ପର୍ବ ପାଳନ କରୁଥିବା ଦେଖାଦେଇଛି । କୋରୋନା ଭୟରେ ସାଙ୍ଗସାଥୀଙ୍କ ସଂଖ୍ୟା ମଧ୍ୟ କମିଯାଇଛି । କିଛି ସ୍ଥାନରେ ଯୁବକ ମାନେ କୋରୋନା ଭାଇରସରେ ଭୟବୀତ ହୋଇ ରଙ୍ଗକୁ ବାରଣ କରି ନୃତ୍ୟ ଗୀତ ସଙ୍ଗୀତର ମୂର୍ଚ୍ଛନାରେ ମଜି ଯାଇଛନ୍ତି । ଏହି ପରିପେକ୍ଷିରେ ହୋଲିର ମାହୋଲ ନେଇ ଆମ ପ୍ରତିନିଧି କିଛି ଯୁବକଙ୍କୁ ଭେଟିଛନ୍ତି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.