ପାଣି ପାଇଁ ଡହଳବିକଳ, ପୋଖରୀ ପାଣି ଶେଷ ଭରସା

🎬 Watch Now: Feature Video

thumbnail

By

Published : May 14, 2019, 3:19 PM IST

ସମ୍ବଲପୁର: ଜିଲ୍ଲାରେ ଜିରା ରହିଛି ପ୍ରଚଣ୍ଡ ଗ୍ରାଷ୍ମ ପ୍ରବାହ । ସବୁଠି ପ୍ରବଳ ତାତିରେ ସିଝୁଛନ୍ତି ଲୋକେ । ତେବେ ସମ୍ବଲପୁର ଜିଲ୍ଲାର ଯୁଜୁମୁରା ବ୍ଲକ ଅନ୍ତର୍ଗତ ଜୟନ୍ତପୁର ଗ୍ରାମ ପଞ୍ଚାୟତର ଫଟାବାହାଲ ଗାଁରେ ଲୋକଙ୍କ ସମସ୍ୟା କହିଲେ ନସରେ । ପ୍ରବଳ ଖରା ଓ ଗରମରେ ମଧ୍ୟ ଏଠିକାର ଲୋକଙ୍କୁ ସ୍ଵଚ୍ଛ ପାନୀୟ ଜଳ ମୁନ୍ଦେ ନ ମିଳିବାରୁ ଲୋକେ ପୋଖରୀ ପାଣି ପିଇବାକୁ ବାଧ୍ୟ ହେଉଛନ୍ତି । ଫଟାବାହାଲ ଗାଁକୁ ପାନୀୟ ଜଳ ଯୋଗାଣ ପାଇଁ ପଞ୍ଚାୟତ କାର୍ଯ୍ୟାଳୟକୁ ଧାଇଁ ଧାଇଁ ନୟାନ୍ତ ହୋଇପଡିଛନ୍ତି ଗ୍ରାମବାସୀ । ବାଧ୍ୟ ହୋଇ ଏକ କିଲୋମିଟର ଦୂରରେ ଥିବା ପୋଖରୀ ପାଣିକୁ ବ୍ୟବହାର କରୁଛନ୍ତି ଲୋକେ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.