ଦିଅର ହାରିଲେ, ଭାଉଜ ଜିତିଲେ - bjp
🎬 Watch Now: Feature Video

ବଲାଙ୍ଗୀର: ରାଜ୍ୟର ଚର୍ଚ୍ଚିତ ଲୋକସଭା ଆସନ ପାଇଁ ଗୋଟିଏ ପରିବାରର ଦୁଇ ଜଣଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ବିତା ଥିଲା । ତେବେ ରାଜ ପରିବାରର ଦିଅର ଭାଉଜ ମଧ୍ୟରେ ଲୋକସଭା ଆସନ ପାଇଁ ଲଢେଇରେ ଭାଉଜ ବାଜି ଜିତିଛନ୍ତି । ସେପଟେ ଏଥିପାଇଁ ବଲାଙ୍ଗୀର ଓ ସୋନପୁରବାସୀଙ୍କୁ ସେ କୃତଜ୍ଞତା ଜଣାଇଛନ୍ତି । ଅନ୍ୟପଟେ ହାରିଥିବା ତାଙ୍କ ନିଜ ଦିଅର ଏହି ବିଜୟ ପାଇଁ ଭାଉଜଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
Last Updated : May 27, 2019, 1:31 PM IST