thumbnail

By

Published : Aug 28, 2020, 8:39 PM IST

Updated : Aug 28, 2020, 10:21 PM IST

ETV Bharat / Videos

ବେଣୀପୁରରେ ଭାଙ୍ଗିଲା ବନ୍ଧ, ପ୍ରଶାସନ ଅପହଞ୍ଚ: ୫ଟି ୱାର୍ଡର ୧୫୦୦ ଲୋକେ ଜଳବନ୍ଦୀ

କେନ୍ଦ୍ରାପଡ଼ା: ଜିଲ୍ଲାରେ ବିରୂପା ନଦୀ ବେଣୀପୁର ଠାରେ ଘଳିଆ। ବିରୂପା ନଦୀରେ ଘାଇ ଭାଙ୍ଗିବା ଫଳରେ ୫ଟି ୱାର୍ଡର ୧୫୦୦ ଲୋକେ ଜଳବନ୍ଦୀ ହୋଇଛନ୍ତି । ଅନ୍ୟପକ୍ଷରେ ପ୍ରଶାସନିକ ଅଧିକାରୀ ପହଁଞ୍ଚିବାକୁ ଦୁଇଘଣ୍ଟାରୁ ଊର୍ଦ୍ଧ୍ବ ସମୟ ନେଇଥିଲେ ଯେଉଁଥିପାଇଁ ସାମୟିକ ଉତ୍ତେଜନା ଦେଖାଦେଇଥିଲା । ସନ୍ଧ୍ୟା ୫ ଟାରୁ ଗ୍ରାମବାସୀ ଜଳ ଘେରରେ ଥିଲେ ମଧ୍ୟ ରାତି 9 ପର୍ଯ୍ୟନ୍ତ ଉଦ୍ଧାର ହୋଇ ପାରିନାହାନ୍ତି ଲୋକେ। ତେବେ ଏନେଇ ସ୍ଥାନୀୟ ଜନସାଧାରଣ ବ୍ଲକ ଅଧ୍ୟକ୍ଷ, ଡେରାବିଶ୍ ତହସିଲଦାର ଓ ଡେରାବିଶ୍ ବିଡ଼ିଓ କଣ କହୁଛନ୍ତି ଦେଖନ୍ତୁ... କେନ୍ଦ୍ରାପଡ଼ାରୁ ରାଧଆକାନ୍ତ ମହାନ୍ତି, ଇଟିଭି ଭାରତ
Last Updated : Aug 28, 2020, 10:21 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.