ଭାରତ ବନ୍ଦକୁ ପଞ୍ଜାବୀ କମ୍ୟୁନିଟିର ସମର୍ଥନ - ଓଡିଶାରେ ଭାରତ ବନ୍ଦର ସ୍ଥିତି

🎬 Watch Now: Feature Video

thumbnail

By

Published : Dec 8, 2020, 1:29 PM IST

ଭୁବନେଶ୍ବରରେ ଭାରତ ବନ୍ଦକୁ ପଞ୍ଜାବୀ କମ୍ୟୁନିଟି ସମର୍ଥନ କରି ଏକ ଶୋଭାଯାତ୍ରା କରିଛି। ଏହି ଶୋଭାଯାତ୍ରା ରାମ ମନ୍ଦିରଠାରୁ ଆରମ୍ଭ ହୋଇ ମାଷ୍ଟର କ୍ୟାଣ୍ଟିନ ପର୍ଯ୍ୟନ୍ତ ଚାଲିଥିଲା । ଦିଲ୍ଲୀ କୃଷକ ଆନ୍ଦୋଳନକୁ ସମର୍ଥନ ଜଣାଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆସିଥିବା କୃଷି ବିଲ୍‌କୁ ପ୍ରତ୍ୟାହାର କରିବା ପାଇଁ ସେ ଦାବି କରିଛନ୍ତି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.