ହର୍ବାଲ ରଙ୍ଗରେ ହୋଲି ଖେଳିଲେ ବ୍ରହ୍ମପୁରବାସୀ - Holi celebrated in berhampur
🎬 Watch Now: Feature Video
ବ୍ରହ୍ମପୁର: ରେଶମ ସହର ବ୍ରହ୍ମପୁରରେ ରଙ୍ଗର ପର୍ବ ହୋଲିକୁ ପାଳନ କରଛନ୍ତି ଯୁବବର୍ଗ । ବିଗତ ବର୍ଷ ମାନଙ୍କ ଭଳି ରଙ୍ଗ ଖେଳ ସେତେଟା ଦେଖିବାକୁ ମିଳିନାହିଁ । ତେବେ ସହରବାସୀ କୋରେନା ଭାଇରସକୁ ନେଇ ସରକାର ଓ ପ୍ରଶାସନର ସତର୍କତା ସତ୍ତ୍ବେ ନିଜର ପରିବାର ଓ ସାଙ୍ଗସାଥୀଙ୍କ ସହ ପରମ୍ପରାକୁ ସମ୍ମାନ ଜଣାଇ ରାସାୟନିକ ରଙ୍ଗର ବହୁଳ ବ୍ୟବହାର କରିବା ପରିବର୍ତ୍ତେ ହର୍ବଲ ରଙ୍ଗରେ ରଙ୍ଗାୟିତ ହୋଇଥିଲେ । ତେବେ କିଭଳି ଚାଲିଛି ବ୍ରହ୍ମପୁରରେ ରଙ୍ଗଖେଳ ଏନେଇ ସହରବାସୀଙ୍କ ସହ ଆଲୋଚନା କରିଛନ୍ତି ଆମ ସମ୍ବାଦଦାତା ସମୀର ଆଚାର୍ଯ୍ୟ...