Lok Sabha Winter Session: ଜୁନାଗଡରୁ ବିଶାଖାପାଟଣା ମଧ୍ୟରେ ନୂଆ ଟ୍ରେନ ଚଳାଚଳ ଦାବି - ଜୁନାଗଡରୁ ବିଶାଖାପାଟ୍ଟଣମ ମଧ୍ୟରେ ନୂଆ ଟ୍ରେନ ଦାବି
🎬 Watch Now: Feature Video

ନୂଆଦିଲ୍ଲୀ: କଳାହାଣ୍ଡି ଓ ନୂଆପଡା ଜିଲ୍ଲାର ରେଳ ଯୋଗାଯୋଗ (Railway Connectivity to Nuapada and Kalahandi) କୁ ନେଇ ଲୋକସଭାରେ ଦାବି କଲେ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା (Kalahandi Member of Parilament Basant Panda) । ଟିଟିଲାଗଡରେ 12 ଘଣ୍ଟା ପର୍ଯ୍ୟନ୍ତ ରହଣୀ କରୁଥିବା ଇସ୍ପାତ ଟ୍ରେନ ଜୁନାଗଡ ପର୍ଯ୍ୟନ୍ତ ସମ୍ପ୍ରସାରଣ ସହ, ଜୁନାଗଡରୁ ବିଶାଖାପାଟଣା ପର୍ଯ୍ୟନ୍ତ ନୂତନ ଟ୍ରେନ ଚଳାଚଳ ପାଇଁ ଦାବି କରିଛନ୍ତି ବସନ୍ତ ପଣ୍ଡା । ଏହାସହ ଆଉ କଣ ଦାବି କରିଛନ୍ତି ସାଂସଦ ବସନ୍ତ ଦେଖନ୍ତୁ ...