ଉତ୍ତରାଖଣ୍ଡରେ ବାଦଲ ଫଟା ବର୍ଷା, ପାହାଡ ଉପରୁ ମାଡି ଆସୁଛି ଆବର୍ଜନାପୂର୍ଣ୍ଣ ପାଣି - ଆବର୍ଜନାପୂର୍ଣ ପାଣି

🎬 Watch Now: Feature Video

thumbnail

By

Published : Sep 20, 2021, 12:26 PM IST

Updated : Sep 20, 2021, 2:02 PM IST

ଉତ୍ତରାଖଣ୍ଡ ନାରାୟଣବାଗ ବ୍ଲକର ପଙ୍ଗାତି ଗ୍ରାମରେ ପ୍ରକୃତିର ତାଣ୍ଡବ । ଆଜି ସକାଳ ସମୟରେ ବାଦଲଫଟା ବର୍ଷା ହେବାରୁ ଏବେ ଚାରିଆଡେ ବିନାଶର ଦୃଶ୍ୟ ଦେଖିବାକୁ ମିଳିଛି । ପ୍ରବଳ ବର୍ଷା କାରଣରୁ ପାହାଡ ଉପରୁ ମାଡି ଆସୁଛି ଆବର୍ଜନାପୂର୍ଣ୍ଣ ପାଣି । ଫଳରେ ଯାତାୟତ ବାଧାପ୍ରାପ୍ତ ହୋଇଥିବା ବେଳେ ଅନେକ ଯାନବାହାନ ଏହି ଆବର୍ଜନାପୂର୍ଣ୍ଣ ପାଣିରେ ଅଟକି ରହିଛି । ଏଥିରେ ସୀମା ସଡକ ସଂଗଠନ କର୍ମଚାରୀଙ୍କ ଆଶ୍ରୟସ୍ଥଳୀ ପ୍ରଭାବିତ ହୋଇଥିବା ବେଳେ ପାଙ୍ଗଟି ଗ୍ରାମ ମଧ୍ୟ ପ୍ରଭାବିତ ହୋଇଛି ।
Last Updated : Sep 20, 2021, 2:02 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.