ଛଅ’ ଫୁଟ୍ କେକରେ ବାଲାସୁବ୍ରମଣ୍ୟମଙ୍କୁ ଶ୍ରଦ୍ଧାଞ୍ଜଳି, ଦେଖନ୍ତୁ ଭିଡିଓ - balasubramanayam Cake statute
🎬 Watch Now: Feature Video
ଚେନ୍ନାଇ:ସ୍ବର୍ଗତଃ କଣ୍ଠଶିଳ୍ପୀ ଏସପି ବାଲାସୁବ୍ରମଣ୍ୟମଙ୍କର ପ୍ରସ୍ତୁତ ହୋଇଛି 6 ଫୁଟିଆ କେକ୍ ପ୍ରତିମୂର୍ତ୍ତି । ତାମିଲନାଡୁର ସାଲେମ ଜିଲ୍ଲାରେ ଥିବା ଏକ କେକ୍ ସପ୍ ଏସପି ବାଲାସୁବ୍ରମଣ୍ୟମଙ୍କୁ ଶ୍ରଦ୍ଧାଞ୍ଜଳି ଦେବାପାଇଁ ବାଲାସୁବ୍ରମଣ୍ୟମଙ୍କ ଏକ କେକର ପ୍ରତିମୂର୍ତ୍ତି ପ୍ରସ୍ତୁତ କରିଛନ୍ତି । ଖ୍ରୀଷ୍ଟମାସ ଏବଂ ନୂଆବର୍ଷରେ ଲୋକଙ୍କୁ ଆକର୍ଷିତ କରିବା ପାଇଁ କେକ୍ ସପରେ ଏହି ପ୍ରତିମୂର୍ତ୍ତି ରଖିଛନ୍ତି କେକ୍ ମାଲିକ । ଦେଖନ୍ତୁ ଭିଡିଓ...