Panchayat Result: ଜିଲ୍ଲା ପରିଷଦ ଆସନରେ ଡାକ୍ତରାଣୀଙ୍କ ଜିତାପଟ - ଡାକ୍ତରାଣୀରୁ ଜିଲ୍ଲା ପରିଷଦ
🎬 Watch Now: Feature Video
ନବରଙ୍ଗପୁର: ସୋମବାର ସକାଳୁ ଆରମ୍ଭ ହୋଇଛି ତୃତୀୟ ପର୍ଯ୍ୟାୟ ଭୋଟ ଗଣତି । ତେବେ ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟ ଭୋଟ ଗଣତି ପରେ ନବରଙ୍ଗପୁର ଜିଲ୍ଲାର ଅଧିକାଂଶ ସ୍ଥାନରେ ଜିଲ୍ଲା ପରିଷଦ ଆସନରେ ବିଜେଡି ବାଜିମାତ କରିଥିବା ବେଳେ ପାପଡାହାଣ୍ଡି ଆସନରୁ କିନ୍ତୁ କଂଗ୍ରେସ ବାଜି ମାରି ନେଇଛି । କଂଗେସରୁ ଡ. ଲିପିକା ମାଝି ଏହି ଆସନ ହାତେଇଛନ୍ତି । ଏ ନେଇ କଂଗ୍ରେସ ପ୍ରାର୍ଥୀ ଲିପିକା ମାଝୀଙ୍କ ସହ ଅଧିକ ଆଲୋଚନା କରିଛନ୍ତି ନବରଙ୍ଗପୁର ସମ୍ବାଦଦାତା ତପନ କୁମାର ବିଷୋୟୀ ।
Last Updated : Feb 3, 2023, 8:18 PM IST