ETV Bharat / state

ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷାଙ୍କ ସୁବର୍ଣ୍ଣପୁର ଗସ୍ତ, ପିଲାଙ୍କ ଶିକ୍ଷାକୁ ଗୁରୁତ୍ବ

author img

By

Published : Jan 19, 2020, 1:32 PM IST

ତିନି ବର୍ଷରୁ 14 ବର୍ଷ ପର୍ଯ୍ୟନ୍ତ ପ୍ରତିଟି ବାଳକ ବାଳିକା ବିଦ୍ୟାଳୟକୁ ଯିବାକୁ ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନଙ୍କ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ । ଦିନିକିଆ ସୁବର୍ଣ୍ଣପୁର ଗସ୍ତରେ ଯାଇ ଏପରି ନିର୍ଦ୍ଦେଶ ଦେଇଛନ୍ତି ସେ ।

sandhyarani pradhan
ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷାଙ୍କ ସୁବର୍ଣ୍ଣପୁର ଗସ୍ତ, ପିଲାଙ୍କ ଶିକ୍ଷାକୁ ଗୁରୁତ୍ବ

ସୁବର୍ଣ୍ଣପୁର: ତିନି ବର୍ଷରୁ 14 ବର୍ଷ ପର୍ଯ୍ୟନ୍ତ ପ୍ରତିଟି ବାଳକ ବାଳିକା ବିଦ୍ୟାଳୟକୁ ଯିବେ। 14 ବର୍ଷରୁ କମ ବୟସର ପିଲାମାନେ କୌଣସି କଠିନ କାର୍ଯ୍ୟରେ ନିୟୋଜିତ ହେବେ ନାହିଁ। ବିଦ୍ୟାଳୟକୁ ଯାଉଥିବା କିଶୋର କିଶୋରୀମାନେ ପରୀକ୍ଷାକୁ ଏକ ପର୍ବ ଭାବେ ପାଳନ କରିବେ। ଏପରିକି ପରୀକ୍ଷା ପାଇଁ ଚାପଗ୍ରସ୍ତ ହେବେ ନାହିଁ ଓ ଆତ୍ମହତ୍ୟା ଭଳି ହୀନ କାର୍ଯ୍ୟରୁ ନିବୃତ୍ତ ରହିବେ। ଏସବୁ ନିଶ୍ଚିତ କରିବା ପାଇଁ ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି।

ସୁବର୍ଣ୍ଣପୁର ଜିଲ୍ଲାକୁ ଦିନିକିଆ ଗସ୍ତ କରିବା ଅବସରରେ ସେ ଏପରି କହିଛନ୍ତି । ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଭିତରେ ବ୍ୟାପକ ସଚେତନତା ସୃଷ୍ଟି କରିବା ପାଇଁ ମଧ୍ୟ ସେ ପରାମର୍ଶ ଦେଇଛନ୍ତି। ଜିଲ୍ଲାରେ ଶିଶୁ ଓ କିଶୋର ଶ୍ରମ ଆଇନ 1986କୁ କଡାକଡି କାର୍ଯ୍ୟ କରିବା ସହିତ ଏହାର ବ୍ୟତିକ୍ରମ କରୁଥିବା ଅଧିକାରୀଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କମିଶନ ଅଧ୍ୟକ୍ଷା କହିଛନ୍ତି। ସେହିପରି କମିଶନକୁ ମିଳିଥିବା ଅଭିଯୋଗ ଗୁଡିକ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମଧ୍ୟ ସେ ପ୍ରକାଶ କରିଛନ୍ତି।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

Intro:ତିନି ବର୍ଷରୁ 14 ବର୍ଷ ପର୍ଯ୍ୟନ୍ତ ପ୍ରତିଟି ବାଳକ ବାଳିକା ବିଦ୍ୟାଳୟକୁ ଯିବେ।14 ବର୍ଷରୁ କମ ବୟସର ପିଲାମାନେ କୌଣସି କଠିନ କାର୍ଯ୍ୟରେ ନିୟୋଜିତ ନ ହେବେ।ବିଦ୍ୟାଳୟକୁ ଯାଉଥିବା କିଶୋର କିଶୋରୀମାନେ ପରୀକ୍ଷାକୁ ଏକ ପର୍ବ ଭାବେ ପାଳନ କରିବେ।ଏପରିକି ପରୀକ୍ଷା ପାଇଁ ଚାପଗ୍ରସ୍ତ ହେବେ ନାହିଁ ଓ ଆତ୍ମହତ୍ୟା ଭଳି ହୀନ କାର୍ଯ୍ୟରୁ ନିବୃତ୍ତ ରହିବେ।ଏସବୁ ନିଶ୍ଚିତ କରିବା ପାଇଁ ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନକୁ ନିର୍ଦେଶ ଦେଇଛନ୍ତି।

Body:ବାଳକ ବାଳିକା ,ଅଭିଭାବକ ,ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଭିତରେ ବ୍ୟାପକ ସଚେତନତା ସୃଷ୍ଟି କରିବା ପାଇଁ ପରାମର୍ଶ ଦେଇଛନ୍ତି।ଜିଲ୍ଲାରେ ଶିଶୁ ଓ କିଶୋର ଶ୍ରମ ଆଇନ 1986କୁ କଡାକଡି କାର୍ଯ୍ୟ କରିବା ସହିତ ଏହାର ବ୍ୟତିକ୍ରମ କରୁଥିବା ଅଧିକାରୀଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କମିଶନ ଅଧ୍ୟକ୍ଷା କହିଛନ୍ତି।କମିଶନକୁ ମିଳିଥିବା ଅଭିଯୋଗ ଗୁଡିକ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବି ପ୍ରକାଶ କରିଛନ୍ତି।

Conclusion:ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇ ଟିଭି ଭାରତ।
Edited visual byte with voice over.
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.