ETV Bharat / state

10 ଦଫା ଦାବି ନେଇ ଶ୍ରମିକ ସଂଗଠନର ଧାରଣା

୧୦ ଦଫା ଦାବି ନେଇ ଉପ ଶ୍ରମ କମିଶନରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଲପଙ୍ଗା ଆଦିତ୍ୟ ଆଲୁମିନିୟମ୍‌ ଶ୍ରମିକ ସଂଗଠନ ପକ୍ଷରୁ ଧାରଣା ଦିଆଯାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର
author img

By

Published : Jun 11, 2019, 2:29 AM IST

ସମ୍ବଲପୁର: ଉପ ଶ୍ରମ କମିଶନରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଲପଙ୍ଗା ଆଦିତ୍ୟ ଆଲୁମିନିୟମ୍‌ ଶ୍ରମିକ ସଂଗଠନ ପକ୍ଷରୁ ଧାରଣା । ୧୦ ଦଫା ଦାବି ନେଇ ଧାରଣା ଦେଇଥିବା ସୂଚନା ।

ତେବେ 10 ଦଫା ଦାବି ମଧ୍ୟରେ ନିଲମ୍ବିତ କର୍ମଚାରୀଙ୍କୁ ତତ୍କାଳ ପୁନଃସ୍ଥାପନ, ସାର୍ଟିଫାଏଡ ଷ୍ଟାଣ୍ଡିଂ ଅର୍ଡରର ସଂଶୋଧନ, ବିନା କାରଣରେ ଦରମା କାଟ ବନ୍ଦ କରିବା, କୁଶଳୀ ଶ୍ରମିକଙ୍କ କାର୍ଯ୍ୟ ନିର୍ଦ୍ଧାରଣ, ବଜାର ଦର ହିସାବରେ ଘର ଭଡା ନିର୍ଦ୍ଧାରଣ, ଶ୍ରମିକଙ୍କ ଚିକିତ୍ସା ପାଇଁ ସମସ୍ତ ପ୍ରକାର ସୁବିଧା ଦିଆଯିବା ଓ କ୍ୟାଣ୍ଟିନ୍‌ରେ ନିମ୍ନମାନର ଖାଦ୍ୟ ବନ୍ଦ କରିବା ଭଳି ଦାବି ରହିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

ତେବେ ଜିଲ୍ଲା ଶ୍ରମ ବିଭାଗ କର୍ତ୍ତୃପକ୍ଷ କେତେକ ଦାବିକୁ ନେଇ ବିଚାର ବିମର୍ଷ କରୁଥିବା ଜଣାପଡିଛି ।

ସମ୍ବଲପୁରରୁ ବାଦ୍‌ଶାହା ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.