ETV Bharat / state

ରାୟଗଡ଼ା ଜିଲ୍ଲାରେ ପୁଣି ଜଣେ କୋରୋନା ଆକ୍ରାନ୍ତ

ରାୟଗଡ଼ାରେ ପୁଣି ଜଣେ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଫଳରେ ଜିଲ୍ଲାର କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 2ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟ୍ବିଟରରେ ସୂଚନା ଦିଆଯାଇଛି । ଅଧିକ ପଢନ୍ତୁ...

ରାୟଗଡ଼ା ଜିଲ୍ଲାରେ ପୁଣି ଜଣେ କୋରୋନା ଆକ୍ରାନ୍ତ ଚିହ୍ନଟ

author img

By

Published : Jun 5, 2020, 11:47 AM IST

Updated : Jun 5, 2020, 11:54 AM IST

ରାୟଗଡ଼ା: ରାୟଗଡ଼ାରେ ପୁଣି ଜଣେ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଫଳରେ ଜିଲ୍ଲାର କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 2ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟ୍ବିଟରରେ ସୂଚନା ଦିଆଯାଇଛି ।

ରାୟଗଡ଼ା ଜିଲ୍ଲାରେ ପୁଣି ଜଣେ କୋରୋନା ଆକ୍ରାନ୍ତ ଚିହ୍ନଟ
ରାୟଗଡ଼ା ଜିଲ୍ଲାରେ ପୁଣି ଜଣେ କୋରୋନା ଆକ୍ରାନ୍ତ ଚିହ୍ନଟ

ଆକ୍ରାନ୍ତ କୋରୋନା ଆକ୍ରାନ୍ତ ଜଣେ ଗର୍ଭବତୀ ମହିଳା ହୋଇଥିବା ବେଳେ ତାଙ୍କ ଘର ଗୁଣପୁର ସବଡ଼ିଭିଜନର ରାମନାଗୁଡ଼ା ବ୍ଲକରେ ବୋଲି ଜଣାଯାଇଛି । ସେ ତାମିଲନାଡ଼ୁରୁ ଗତ କିଛିଦିନ ତଳେ ଫେରି ରାମନାଗୁଡ଼ା ସରକାରୀ କ୍ବାରେଣ୍ଟାଇନ ସେଣ୍ଟରରେ ରହୁଥିଲେ । ପଜିଟିଭ ଚିହ୍ନଟ ପରେ ତାଙ୍କୁ ଚିକିତ୍ସା ପାଇଁ କୋଭିଡ ହସପିଟାଲକୁ ସ୍ଥାନାନ୍ତର କରାଯାଇଛି ।

ରାୟଗଡ଼ାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

Last Updated : Jun 5, 2020, 11:54 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.