ETV Bharat / state

ସ୍ୟାଣ୍ଡ ଆନିମେସନରେ ବାଲୁକା ଶିଳ୍ପୀଙ୍କ କୋରୋନା ବାର୍ତ୍ତା

ସ୍ୟାଣ୍ଡ ଆନିମେସନରେ କୋରୋନା ସଚେତନ କଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ।

sand artist sudarsan pattnaik awareness campaign through sand animation  in puri
ସ୍ୟାଣ୍ଡ ଆନିମେସନ ରେ କରୋନା ବାର୍ତା ବାଲୁକା ଶିଳ୍ପୀ ସୂଦର୍ଶନ
author img

By

Published : Apr 21, 2020, 12:38 PM IST

ପୁରୀ: ସ୍ୟାଣ୍ଡ ଆନିମେସନରେ କରୋନା ବାର୍ତ୍ତା ବାଣ୍ଟୁଛନ୍ତି ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ଏହି କ୍ରମରେ ସେ ସ୍ୟାଣ୍ଡ ଆନିମେସନ ମାଧ୍ୟମରେ ପୁଣି ଲୋକଙ୍କୁ ସଚେତନ କରାଇଛନ୍ତି। ସର୍ବସାଧାରଣ ବ୍ୟବହୃତ ଜାଗାରେ ଛେପ ନ ପକାଇବା ପାଇଁ ଏକ ସ୍ୟାଣ୍ଡ ଆନିମେସନ କରିଛନ୍ତି। ଏହି ଚିତ୍ର ମାଧ୍ୟମରେ ଜଣେ ଲୋକ କିଭଳି ଛେପ ନ ପକାଇବା ଉଚିତ ସେ ନେଇ ବାର୍ତ୍ତା ଦେଇଛନ୍ତି।

ସ୍ୟାଣ୍ଡ ଆନିମେସନ ରେ କରୋନା ବାର୍ତା ବାଲୁକା ଶିଳ୍ପୀ ସୂଦର୍ଶନ

ସେହିପରି ଆଉ ଗୋଟିଏ ସ୍ୟାଣ୍ଡ ଆନିମେସନରେ ଘରେ ରହିବା ସହ ସାମାଜିକ ଦୂରତ୍ବକୁ ପାଳନ କରିବାକୁ ଆହ୍ବାନ ଦେଇଛନ୍ତି। ଏହା ଦ୍ବାରା କୋରୋନା ଚେନକୁ ରୋକା ଯାଇପାରିବ ବୋଲି ବାର୍ତ୍ତା ରହିଛି। କୋରୋନା ଚେନ କିଭଳି ରୋକା ଯାଇପାରିବ ସେ ଜଳୁଥିବା ଦିଆସିଲି କାଠିର ଏକ ଚିତ୍ର ସ୍ୟାଣ୍ଡ ଆନିମେସନ ଦର୍ଶାଇଛନ୍ତି । ଏଥିରେ ସେ ନିଜ ପରିବାର ଓ ସାରା ସମାଜକୁ କିଭଳି ବଞ୍ଚାଇ ହେବ ତାହା ଦର୍ଶାଇଛନ୍ତି ।

ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.