ETV Bharat / state

ଆଶା ଓ ଗାଁ କଲ୍ୟାଣ ସମିତି ସଦସ୍ୟାଙ୍କୁ ସମ୍ମାନିତ - puri district news

ରେବଣା ନୂଆଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଆଶା କର୍ମୀ ଓ ଗାଁ କଲ୍ୟାଣ ସମିତିର ସଦସ୍ୟା ମାନଙ୍କୁ ସମ୍ମାନିତ କଲେ ସିଡିଏମଓ । ଅଧିକ ପଢନ୍ତୁ...

ଆଶା ଓ ଗାଁ କଲ୍ୟାଣ ସମିତି ସଦସ୍ୟାଙ୍କୁ ସମ୍ମାନିତ
ଆଶା ଓ ଗାଁ କଲ୍ୟାଣ ସମିତି ସଦସ୍ୟାଙ୍କୁ ସମ୍ମାନୀତ
author img

By

Published : Mar 9, 2021, 9:25 PM IST

ବ୍ରହ୍ମଗିରି: ରେବଣା ନୂଆଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଆଶା କର୍ମୀ ଓ ଗାଁ କଲ୍ୟାଣ ସମିତିର ସଦସ୍ୟା ମାନଙ୍କୁ ସମ୍ମାନିତ କରାଯାଇଛି । ବ୍ରହ୍ମଗିରି ବ୍ଲକ ସଭା ଗୃହରେ ବ୍ଲକ ସ୍ତରୀୟ ଆଶା ଓ ଗାଁ କଲ୍ୟାଣ ସମିତି ସମ୍ମିଳନୀ ଅନୁଷ୍ଠିତ ଅବସରରେ ଏପରି ସମ୍ମାନିତ କାର୍ଯ୍ୟକ୍ରମ କରାଯାଇଛି ।

ଆଶା ଓ ଗାଁ କଲ୍ୟାଣ ସମିତି ସଦସ୍ୟାଙ୍କୁ ସମ୍ମାନୀତ

ଏଥିରେ ପୁରୀ ସିଡିଏମଓ ସୁଜାତା ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ସ୍ବାସ୍ଥ୍ୟସେବା ଓ ପରିମଳ ମିଶନରେ ଉଲ୍ଲେଖନୀୟ କାମ କରିଥିବା ଆଶା କର୍ମୀ ଓ ଗାଁ କଲ୍ୟାଣ ସମିତି ସଦସ୍ୟାମାନଙ୍କୁ ସ୍ବାସ୍ଥ୍ୟକେନ୍ଦ୍ର ତରଫରୁ ସିଡିଏମଓ ସମ୍ମାନିତ କରିଥିଲେ ।

ବ୍ରହ୍ମଗିରିରୁ ଦେବାଶିସ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.