ETV Bharat / state

ନବରଙ୍ଗପୁର କାଳବୈଶାଖୀର ତାଣ୍ଡବ, 3ଟି ଘର ସମ୍ପୂର୍ଣ୍ଣ ନଷ୍ଟ

ନବରଙ୍ଗପୁର ଜିଲ୍ଲାରେ କାଳବୈଶାଖୀ । ଝୋଡି ତୋଫାନ ସହ ପ୍ରବଳ ବର୍ଷା । କାଳବୈଶାଖୀର ତାଣ୍ଡବରେ ଗାନ୍ଧୀନଗର ଗାଁ 3ଟି ଘର ସମ୍ପୂର୍ଣ୍ଣ ଧ୍ବଂସବିଧ୍ବଂସ ହୋଇପଡିଛି । ଅଧିକ ପଢନ୍ତୁ...

ନବରଙ୍ଗପୁର କାଳବୈଶାଖୀର ତାଣ୍ଡବରେ ୩ ଘର ନଷ୍ଟ
ନବରଙ୍ଗପୁର କାଳବୈଶାଖୀର ତାଣ୍ଡବରେ ୩ ଘର ନଷ୍ଟ
author img

By

Published : May 19, 2020, 8:35 AM IST

Updated : May 19, 2020, 10:12 AM IST

ନବରଙ୍ଗପୁର: ଜିଲ୍ଲାରେ କାଳବୈଶାଖୀ ତାଣ୍ଡବ । ରାଇଘର ବ୍ଲକ ଛେଳିଡଙ୍ଗରୀ ଗ୍ରାମପଞ୍ଚାୟତରେ ପ୍ରବଳ ବେଗରେ ପବନ ସାଙ୍ଗକୁ ବର୍ଷା ମାଡ । ଗାନ୍ଧୀନଗର ଗାଁ 3ଟି ଘର ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହେବା ସହ ଘରେ ଧାନ ସବୁ ନଷ୍ଟ ହୋଇଯାଇଛି ।

ନବରଙ୍ଗପୁର କାଳବୈଶାଖୀର ତାଣ୍ଡବରେ ୩ ଘର ନଷ୍ଟ
ନବରଙ୍ଗପୁର କାଳବୈଶାଖୀର ତାଣ୍ଡବରେ ୩ ଘର ନଷ୍ଟ
ନବରଙ୍ଗପୁର କାଳବୈଶାଖୀର ତାଣ୍ଡବରେ ୩ ଘର ନଷ୍ଟ
ନବରଙ୍ଗପୁର କାଳବୈଶାଖୀର ତାଣ୍ଡବରେ ୩ ଘର ନଷ୍ଟ

ଗତକାଲି ନନ୍ଦ ହନ୍ତାଳ, ବାଲସାୟ ଗଣ୍ଡ, ଯୋଗ ଗଣ୍ଡ ପରିବାରଙ୍କ ଘର ଧ୍ବଂସବିଧ୍ବଂସ କରିଦେଇଛି କାଳବୈଶାଖୀ । ଘର ଉପରୁ ଛପର ଉଡିଯାଇ ଘରେ ଥିବା ଧାନ ସବୁତକ ବର୍ଷା ଭିଜି ନଷ୍ଟ ହୋଇଯାଇଛି ।

ନବରଙ୍ଗପୁର କାଳବୈଶାଖୀର ତାଣ୍ଡବ, 3ଟି ଘର ସମ୍ପୂର୍ଣ୍ଣ ନଷ୍ଟ

ଖବର ପାଇ ବିଜେପିର ମଣ୍ଡଳ ସଭାପତି ମନୋହର ଦଣ୍ଡସେନା ସମ୍ପାଦକ ଶ୍ୟାମ ଲାଲ କଲାର, ସୁଜିତ ପଦାର,କମଲ ଗଣ୍ଡ ନଅଲ ଗଣ୍ଡ ସ୍ଥାନୀୟ ସମିତି ସଭ୍ୟ ସୁବାସ ହନ୍ତାଳ ପ୍ରମୁଖ ସ୍ଥିତି ଅନୁଧ୍ୟାନ କରିଥିଲେ l କ୍ଷୟକ୍ଷତି ଆକଳନ କରି ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ଜିଲ୍ଲା ପ୍ରଶାସନକୁ ଦାବି କରିଛନ୍ତି l

ତପନ କୁମାର ବିଷୋୟୀ, ନବରଙ୍ଗପୁର

Last Updated : May 19, 2020, 10:12 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.