ETV Bharat / state

ମାଓବାଦୀଙ୍କ ବର୍ବରତା, ପ୍ରଜାକୋର୍ଟରେ ଜଣକୁ ହତ୍ୟା କରି ଜାଳି ଦେଲେ

author img

By

Published : Jan 17, 2022, 11:16 AM IST

ମାଓବାଦୀଙ୍କ ବର୍ବରତା । ପ୍ରଜାକୋର୍ଟରେ ଜଣକୁ ହତ୍ୟା କରିଛନ୍ତି ମାଓବାଦୀ । କିଛି ଦିନ ତଳେ ଘରୁ ଡାକି ନେଇ ମାଡ ମାରିଲେ ଆଉ ସେତିକିରେ ଶାନ୍ତି ମିଳିଲାନି ଯେ ପ୍ରଜାକୋର୍ଟ କରି ମୃତ୍ୟୁଦଣ୍ଡ ଦେଲେ । ଅଧିକ ପଢନ୍ତୁ

ପ୍ରଜାକୋର୍ଟରେ ଜଣକୁ ହତ୍ୟା କରି ଜାଳିଦେଲେ
ପ୍ରଜାକୋର୍ଟରେ ଜଣକୁ ହତ୍ୟା କରି ଜାଳିଦେଲେ

ମାଲକାନଗିରି: ମାଓବାଦୀଙ୍କ ବର୍ବରତା । ପ୍ରଜାକୋର୍ଟରେ ଜଣକୁ ହତ୍ୟା କରିଛନ୍ତି ମାଓବାଦୀ । କିଛି ଦିନ ତଳେ ଘରୁ ଡାକି ନେଇ ମାଡ ମାରିଲେ ଆଉ ସେତିକିରେ ଶାନ୍ତି ମିଳିଲାନି ଯେ ପ୍ରଜାକୋର୍ଟ କରି ମୃତ୍ୟୁଦଣ୍ଡ ଦେଲେ (naxals killed a person in praja court) । ଏହା ପରେ ମୃତଦେହକୁ ଜାଳିଦେଲେ । ଏଭଳି ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ମହୁପଦର ଅଞ୍ଚଳର କେରିମିଟି ଗାଁରେ । ମୃତକ ଜଣକ ହେଉଛନ୍ତି ଆନନ୍ଦ ।

ପ୍ରକାଶ ଥାଉ କି, ଗତ ଗୁରୁବାର ଦିନ ଆନନ୍ଦକୁ ମାଓବାଦୀ ନିଜ ଦଳଦଳିଗାଁରୁ ଡାକି ନେଇଥିଲେ । ଶୁକ୍ରବାର ଦିନ ନିସ୍ତୁକ ମାଡ଼ ମାରିବା ସହ ଶନିବାର ଦିନ ପ୍ରଜାକୋର୍ଟ କରି ମୃତ୍ୟୁ ଦଣ୍ଡ ଦେଇଥିଲେ । ଏହା ପରେ ମୃତଦେହକୁ ଜାଳି ଦେଇଥିବା ଜଣାପଡିଛି । ପୋଲିସ ଘଟଣା ସମ୍ପର୍କରେ ଜାଣିବା ପରେ ତଦନ୍ତ କରୁଛି । ନକ୍ସଲଙ୍କ ଗତିବିଧୀ ଉପରେ ନଜର ରଖାଯାଇଛି । ଅପରେସନ ଚାଲୁ ରହିଛି ।

ମାଲକାନଗିରିରୁ ପଞ୍ଚାନନ ଦାସ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.