ETV Bharat / state

ଯୁବ ଛାତ୍ର ଜନତା ଦଳ ପକ୍ଷରୁ ମାସ୍କ ବଣ୍ଟନ ସହ ସଚେତନତା ଶୋଭାଯାତ୍ରା

author img

By

Published : Oct 16, 2020, 11:07 AM IST

ମାଲକାନଗିରି ଜିଲ୍ଲା ପୌରପରିଷଦରେ ଯୁବ ଛାତ୍ର ଜନତା ଦଳ ତରଫରୁ ଶୁକ୍ରବାର ମାସ୍କ ବଣ୍ଟନ ସହ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ।

ଯୁବ ଛାତ୍ର ଜନତା ଦଳ ପକ୍ଷରୁ ମାସ୍କ ବଣ୍ଟନ ସହ ସଚେତନତା ଶୋଭାଯାତ୍ରା
ଯୁବ ଛାତ୍ର ଜନତା ଦଳ ପକ୍ଷରୁ ମାସ୍କ ବଣ୍ଟନ ସହ ସଚେତନତା ଶୋଭାଯାତ୍ରା

ମାଲକାନଗିରି: ଯୁବ ଛାତ୍ର ଜନତା ଦଳ ପକ୍ଷରୁ ମାସ୍କ ବଣ୍ଟନ ସହ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ । ମାଲକାନଗିରି ଜିଲ୍ଲା ପୌରପରିଷଦରେ ଯୁବ ଛାତ୍ର ଜନତା ଦଳ ତରଫରୁ ଶୁକ୍ରବାର ଜନ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି।

ପୂର୍ବତନ ବିଧାୟକ ମୁକୁନ୍ଦ ସୋଡିଙ୍କ ସଭାପତିତ୍ୱରେ ଏହି ଶୋଭାଯାତ୍ରା ଆୟୋଜନ କରାଯାଇଛି । ଏହି ଶୋଭାଯାତ୍ରାରେ ପ୍ରଥମେ ଅତିଥିଙ୍କ ଦ୍ୱାରା ମାସ୍କ ବଣ୍ଟନ ଓ ସହର ସଫେଇ କରାଯାଇଥିଲା। ପରେ ମାସ୍କ ପିନ୍ଧିବା, ହାତ ଧୋଇବା, ସାନିଟାଇଜର ବ୍ୟବହାର କରିବା, ସାମାଜିକ ଦୂରତା ବଜାୟ ରଖିବା ଏବଂ ଯେ ପର୍ଯ୍ୟନ୍ତ ଟିକା ଆସିନାହିଁ ସେ ପର୍ଯ୍ୟନ୍ତ ନିଜକ ସୁରକ୍ଷିତ ରଖିପାରିବା ନେଇ ଅତିଥିମାନେ ଲୋକଙ୍କୁ ସଚେତନ କରାଇଛନ୍ତି ।

ଏହାଛଡା ଆଗାମୀ ଦିନରେ ପ୍ରତ୍ୟେକ ପଞ୍ଚାୟତରେ ଏହିପରି ଜନସଚେତନ କାର୍ଯ୍ୟକ୍ରମ ଆୟୋଜନ କୋରାଯିବ ବୋଲି ଅତିଥିମାନେ ମତପ୍ରଦାନ କରିଛନ୍ତି। ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଜେଡିର ସମସ୍ତ ଯୁବ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହିଥିଲେ।

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.