ETV Bharat / state

କୋରାପୁଟରେ ଦେଓମାଳି ଲୋକ ମହୋତ୍ସବ ସମ୍ଭବ: ସଂସ୍କୃତି ବିଭାଗ ନିର୍ଦ୍ଦେଶକ

ଜିଲ୍ଲା ପ୍ରଶାସନ ସହଯୋଗ କଲେ କୋରାପୁଟରେ ଦେଓମାଳି ଲୋକ ମହୋତ୍ସବ ସମ୍ଭବ ହୋଇପାରିବ । ଅଧିକ ପଢନ୍ତୁ...

କୋରାପୁଟରେ ଦେଓମାଳି ଲୋକ ମହୋତ୍ସବ ସମ୍ଭବ: ସଂସ୍କୃତି ବିଭାଗ ନିର୍ଦ୍ଦେଶକ
କୋରାପୁଟରେ ଦେଓମାଳି ଲୋକ ମହୋତ୍ସବ ସମ୍ଭବ: ସଂସ୍କୃତି ବିଭାଗ ନିର୍ଦ୍ଦେଶକ
author img

By

Published : Nov 2, 2021, 12:19 PM IST

କୋରାପୁଟ: ଜିଲ୍ଲା କଳାକାର ସଂଘର କର୍ମକର୍ତ୍ତାଙ୍କ ଭବିଷ୍ୟତ କାର୍ଯ୍ୟପନ୍ଥା ପ୍ରସ୍ତୁତି ଆଲୋଚନା ଚକ୍ର ଗତକାଲି (ସୋମବାର) ଅନୁଷ୍ଠିତ ହୋଇଯାଇଛି । ଏହି ଆଲୋଚନା ଚକ୍ରରେ ଓଡ଼ିଆ ଭାଷା , ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ ଯୋଗ ଦେଇ ପ୍ରଶାସନ ସହଯୋଗ କଲେ କୋରାପୁଟରେ ଦେଓମାଳି ଲୋକ ମହୋତ୍ସବ ସମ୍ଭବ ହୋଇପାରିବ ବୋଲି ମତପ୍ରକାଶ କରିଥିଲେ ।

କୋରାପୁଟରେ ଦେଓମାଳି ଲୋକ ମହୋତ୍ସବ ସମ୍ଭବ: ସଂସ୍କୃତି ବିଭାଗ ନିର୍ଦ୍ଦେଶକ

ସେହିପରି ଆସନ୍ତା ଦିନରେ କଳାକାରମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ଅନେକ ପଦକ୍ଷେପ ନିଆଯାଉଥିବା ସେ ଜଣାଇଥିଲେ । ଏଥି ସହିତ ପରଜା ଭଳି କାଳଜୟୀ ଉପନ୍ୟାସ ରଚନା କରିଥିବା ବିଶିଷ୍ଟ ଲେଖକ ଗୋପୀନାଥ ମହାନ୍ତି ତାଙ୍କ କାର୍ଯ୍ୟକାଳ ସମୟରେ କୋରାପୁଟରେ ବାସ କରୁଥିବା ବାସ ସ୍ଥାନକୁ ସ୍ମାରକୀ ଭାବେ ପୁନରୁଦ୍ଧାର କରିବାର ଯୋଜନା ଥିବା ସେ ସ୍ପଷ୍ଟ କରିଛନ୍ତି ।

କୋରାପୁଟରୁ ସିଏଟ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.