ETV Bharat / state

ଜିଲ୍ଲା ସ୍ତରୀୟ କ୍ରୀଡା ପ୍ରତିଯୋଗିତାରେ ଶତାଧିକ ଦିବ୍ୟାଙ୍ଗ ଶିଶୁଙ୍କ ଅଂଶଗ୍ରହଣ - କୋରାପୁଟ latest news

ଜିଲ୍ଲାସ୍ତରୀୟ ଦିବ୍ୟାଙ୍ଗ କ୍ରୀଡା ପ୍ରତିଯୋଗିତାରେ ଶନିବାର 262ଜଣ ଦିବ୍ୟାଙ୍ଗ ଶିଶୁ ଅଂଶଗ୍ରହଣ କରିଥିଲେ । ସେମାନେ 80ପ୍ରକାର ଖେଳରେ ଭାଗ ନେଇଥିଲେ । ଅଧିକ ପଢନ୍ତୁ...

divyanga
author img

By

Published : Nov 24, 2019, 2:20 AM IST

କୋରାପୁଟ: ଦିବ୍ୟାଙ୍ଗ ଶିଶୁଙ୍କ ପାଇଁ ଶନିବାର ଆୟୋଜିତ ହୋଇଯାଇଛି ଜିଲ୍ଲା ସ୍ତରୀୟ କ୍ରୀଡା ପ୍ରତିଯୋଗଗିତା । ଏହି ପ୍ରତିଯୋଗିତାରେ ଜିଲ୍ଲାର ବିଭିନ୍ନ ଅଞ୍ଚଳର 69ଟି ବିଦ୍ୟାଳୟରୁ 262ଜଣ ଦିବ୍ୟାଙ୍ଗ ଶିଶୁ ଅଂଶଗ୍ରହଣ କରିଥିଲେ । ସେମାନେ 80ପ୍ରକାର ଖେଳରେ ଭାଗ ନେଇଥିଲେ ।

ଜିଲ୍ଲାସ୍ତରୀୟ ଦିବ୍ୟାଙ୍ଗ କ୍ରୀଡା ପ୍ରତିଯୋଗିତା

ସାମାଜିକ ସୁରକ୍ଷା କାର୍ଯ୍ୟାଳୟ ( ଡିଏସଏସଓ) ଦ୍ବାରା ଆୟୋଜିତ ଏହି କ୍ରୀଡା ପ୍ରତିଯୋଗିତାରେ ଉତ୍କୃଷ୍ଟ ପ୍ରଦର୍ଶନ କରିଥିବା ଶିଶୁ ରାଜ୍ୟସ୍ତରରେ ଆୟୋଜିତ ହେଇଥିବା ପାରା ସ୍ପୋର୍ଟସରେ ଭାଗ ନେବେ ବୋଲି କୋରାପୁଟର ଅତିରିକ୍ତ ଜିଲ୍ଲାପାଳ ଦେବେନ ପ୍ରଧାନ ଜଣାଇଛନ୍ତି ।

କୋରାପୁଟରୁ ସି.ଏଚ ଶାନ୍ତାକାର, ଇଟିଭି ଭାରତ

Intro:ଆଜି ଦିବ୍ୟାଙ୍ଗ ଶିଶୁଙ୍କ ପାଇଁ ଆୟୋଜିତ ଜିଲ୍ଲା ସ୍ତରୀୟ କ୍ରୀଡା ପ୍ରତିଯୋଗିତାରେ ଜିଲ୍ଲାର ବିଭିନ୍ନ ଅଂଚଳର ୬୯ ଟି ବିଦ୍ୟାଳୟରୁ ୨୬୨ ଜଣ ଦିବ୍ୟାଙ୍ଗ ଶିଶୁ ୮୦ ପ୍ରକାରର ଖେଳରେ ଭାଗ ନେବାର ସୁଯୋଗ ପାଇଥିଲେ ।Body:ଜିଲ୍ଲା ସ୍ତରରେ ଜିଲ୍ଲା ସାମାଜିକ ସୁରକ୍ଷା କାର୍ଯ୍ୟାଳୟ ( ଡିଏସଏସଓ) ଦ୍ୱାରା ଆୟୋଜିତ ଏହି କ୍ରୀଡା ଉତ୍ସବରେ ଉତ୍କୃଷ୍ଟ ପ୍ରଦର୍ଶନ କରିଥିବା ଶିଶୁ ରାଜ୍ୟ ସ୍ତରରେ ଆୟୋଜିତ ହେଇଥିବା ପାରା ସ୍ପୋର୍ଟସ ରେ ଭାଗ ନେବେ ବୋଲି କୋରାପୁଟର ଅତିରିକ୍ତ ଜିଲ୍ଲାପାଳ ଦେବେନ ପ୍ରଧାନ ଜଣାଇଛନ୍ତି ।Conclusion:Byte : ଦେବେନ ପ୍ରଧାନ , ଅତିରିକ୍ତ ଜିଲ୍ଲାପାଳ
ଶାନ୍ତାକାର
କୋରାପୁଟ
..........
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.