ETV Bharat / state

ଦାମନଯୋଡିରେ ଶ୍ରୀଜଗନ୍ନାଥ ମହୋତ୍ସବ ଉଦଘାଟନ କଲେ ଗଜପତି ମହାରାଜା

ଦାମନଯୋଡିରେ ଆରମ୍ଭହେଲା ଶ୍ରୀଜଗନ୍ନାଥ ମହୋତ୍ସବ । ଉଦଘାଟନ କଲେ ଗଜପତି ବିଦ୍ୟସିଂହ ଦେବ। ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ଏହି ଉତ୍ସବ ଚାଲିବ ।

ଫଟୋ ସୌଜନ୍ୟ : ସମ୍ବାଦଦାତା, କୋରାପୁଟ
author img

By

Published : Mar 13, 2019, 7:38 AM IST

କୋରାପୁଟ : ଦାମନଯୋଡିରେ ଆରମ୍ଭ ହୋଇଯାଇଛି ଶ୍ରୀଜଗନ୍ନାଥ ମହୋତ୍ସବ । ଏହି ଉତ୍ସବକୁ ଉଦଘାଟନ କରିଛନ୍ତି ଗଜପତି ବିଦ୍ୟସିଂହ ଦେବ। ଉତ୍ସବରେ ରାଞ୍ଚି ଚିନ୍ମୟ ମିଶନର ଶ୍ରୀ ମାଧବାନନ୍ଦ ସରସ୍ୱତୀ ମହାରାଜ ଏବଂ ଅନେକ ସାଧୁସନ୍ଥ ଯୋଗ ଦେଇଛନ୍ତି ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା, କୋରାପୁଟ

ଭୁବନେଶ୍ୱର ସ୍ଥିତ ଶ୍ରୀ ଜଗନ୍ନାଥ ସଂସ୍କୃତି ପରିଷଦର ଏବଂ ଦାମାନଯୋଡି ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି ଆନୁକୂଲ୍ୟରେ ଆୟୋଜିତ ହୋଇଛି ଏହି ମହୋତ୍ସବ। ଶ୍ରୀପୁରୁଷୋତ୍ତମ କ୍ଷେତ୍ର ମହାତ୍ମ୍ୟ , ଶ୍ରୀଜଗନ୍ନାଥ ଛପନ ଭୋଗ , ଶ୍ରୀଜଗନ୍ନାଥ ବେଶ ଏବଂ ଶ୍ରୀଜଗନ୍ନାଥ ନବକଳେବର ଓ ଲୀଳାକ୍ଷେତ୍ର ଫଟୋ ପ୍ରଦର୍ଶନୀ ଭକ୍ତଙ୍କୁ ବିଶେଷ ଭାବେ ଆକର୍ଷିତ କରିଛି ।

ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ଏହା ଚାଲିବ । ପ୍ରତିଦିନ ଏଠାରେ ଆଧ୍ୟାତ୍ମିକ ସାରସ୍ୱତ ପ୍ରବଚନ ଓ ପାରାୟଣ ତଥା ବୈଦିକ ଯଜ୍ଞ ଓ ନାମ ସଂକୀର୍ତ୍ତନ କରାଯାଉଛି । ଏହି ନାମ କୀର୍ତ୍ତନ ସ୍ଥାନୀୟ ଅଞ୍ଚଳରେ ଭକ୍ତିମୟ ପରିବେଶ ସୃଷ୍ଟି କରିଥିବା କହିଛନ୍ତି ଜେ ଶ୍ରଦ୍ଧାଳୁ ।

କୋରାପୁଟରୁ ସି ଏଚ ଶାନ୍ତାକାର ,ଇଟିଭି ଭାରତ

New Delhi, Mar 12 (ANI): Team India bowling coach said that comparing the performance of Rishabh Pant and MS Dhoni would be unfair. Speaking to media he said, "It is very unfair to compare Rishabh Pant and Dhoni at this particular moment. Dhoni is huge, he is a legend. He has worked behind the stumps and is exemplary. When Virat needs somebody to talk to, he is a huge influence on team at that point of time." India is ready to take on Australia in the five-match ODI series on Wednesday, March 13 at Feroz Shah Kotla Stadium in New Delhi. Australia has leveled the five-match ODI series against India at 2-2 on March 10. World Cup 2019 is scheduled to start from May 30.
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.