ETV Bharat / state

ତିନି ଥର ହାରିଥିବା କଂଗ୍ରେସ ପ୍ରାର୍ଥୀଙ୍କୁ ମିଳିବନି ଟିକେଟ

ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏକ ବଡ଼ ଘୋଷଣା କରି ଦଳର ନେତାଙ୍କ ପାଇଁ ଟାଣିଛନ୍ତି ଲକ୍ଷ୍ମଣରେଖା। କ୍ରମାଗତ ଭାବେ ତିନୋଟି ନିର୍ବାଚନ ହାରିଥିଲେ ଏଥର ଆଉ ଟିକେଟ ମିଳିବ ନାହିଁ  ବୋଲି ଘୋଷଣା କରାଯାଇଛି। ଏଆଇସିସି ସାଧାରଣ ସମ୍ପାଦକ ଓ ପ୍ରଦେଶ ମୁଖ୍ୟଙ୍କ ସହ ନିର୍ବାଚନ ପ୍ରସ୍ତୁତି ସମ୍ପର୍କରେ ଆଲୋଚନାବେଳେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏଭଳି ନିଷ୍ପତ୍ତି ନେଇଛନ୍ତି।

ଫଟୋ ସୌଜନ୍ଯ: ବ୍ୟୁରୋ ଚିଫ୍‌ ଭୁବନେଶ୍ବର
author img

By

Published : Feb 9, 2019, 7:47 PM IST

ଭୁବନେଶ୍ୱର: ଆଗାମୀ ନିର୍ବାଚନ ପାଇଁ କଂଗ୍ରେସର ନୂଆ ନିୟମ । ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏକ ବଡ଼ ଘୋଷଣା କରି ଦଳର ନେତାଙ୍କ ପାଇଁ ଟାଣିଛନ୍ତି ଲକ୍ଷ୍ମଣରେଖା । କ୍ରମାଗତ ଭାବେ ତିନୋଟି ନିର୍ବାଚନ ହାରିଥିଲେ ଏଥର ଆଉ ଟିକେଟ ମିଳିବ ନାହିଁ ବୋଲି ଘୋଷଣା କରାଯାଇଛି । ଏଆଇସିସି ସାଧାରଣ ସମ୍ପାଦକ ଓ ପ୍ରଦେଶ ମୁଖ୍ୟଙ୍କ ସହ ନିର୍ବାଚନ ପ୍ରସ୍ତୁତି ସମ୍ପର୍କରେ ଆଲୋଚନାବେଳେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏଭଳି ନିଷ୍ପତ୍ତି ନେଇଛନ୍ତି। ପ୍ରାର୍ଥୀ ଚୟନ ସମୟରେ ପିସିସି ସଭାପତି ଓ ରାଜ୍ୟ ପ୍ରଭାରୀ ଏହାକୁ ଆଧାର କରି ତାଲିକା ପ୍ରସ୍ତୁତ କରିବା ପାଇଁ ନିର୍ଦ୍ଦେଶ ରହିଛି।

ଭିଡିଓ ସୌଜନ୍ଯ: ବ୍ୟୁରୋ ଚିଫ୍‌ ଭୁବନେଶ୍ବର
undefined

ପ୍ରାର୍ଥୀ ଚୟନର ଏହି ନୂଆ ଫର୍ମୁଲାକୁ ଓଡିଶା ପ୍ରଦେଶ କଂଗ୍ରେସର ବରିଷ୍ଠ ନେତା ସ୍ୱାଗତ କରିଛନ୍ତି। ତିନି ଥର କାହିଁକି ଏକାଧିକ ଥର ନିର୍ବାଚନ ହାରୁଥିବା ନେତାଙ୍କୁ ଆଉ କଂଗ୍ରେସରୁ ନିର୍ବାଚନ ଲଢିବାର ସୁଯୋଗ ଦିଆଯିବା ଉଚିତ ନୁହେଁ ବୋଲି ସେମାନେ ମତ ରଖିଛନ୍ତି । ଦଳର ବରିଷ୍ଠ ନେତା ହାଇକମାଣ୍ଡଙ୍କ ଏହି ନିଷ୍ପତ୍ତି ସହ ଏକମତ ହୋଇଛନ୍ତି। ଏହାସହ କହିଛନ୍ତି ଯେ, ଯେଉଁମାନେ ତୃଣମୂଳ ସ୍ତରରେ ଲୋକଙ୍କ ସହ ଜଡିତ ନାହାଁନ୍ତି ସେମାନଙ୍କୁ ଟିକେଟ ଦିଆଯିବା ଉଚିତ ନୁହେଁ। ଯେଉଁମାନେ ବାରମ୍ବାର ହାରୁଛନ୍ତି ତାହା ପଛର କାରଣ ସେମାନେ ତୃଣମୂଳ ସ୍ତରରେ ଲୋକଙ୍କ ସହ ନାହାଁନ୍ତି । ଲୋକଙ୍କ ସମସ୍ୟା ସହ ଜଡିତ ହେଉ ନାହାଁନ୍ତି ତେଣୁ ସେମାନଙ୍କ ଟିକେଟ କାଟ୍‌ କରିବା ଉଚିତ ବୋଲି କଂଗ୍ରେସର ବରିଷ୍ଠ ନେତା କହିଛନ୍ତି । ଯେଉଁମାନେ ତିନିଥର ହାରିଛନ୍ତି ସେମାନଙ୍କୁ ଦଳର ସଙ୍ଗଠନ ଦାୟିତ୍ୱ ନ୍ୟସ୍ତ କରାଯିବ ମାତ୍ର ଟିକେଟ ଦିଆଯିବ ନାହିଁ ବୋଲି କହିଛନ୍ତି ବରିଷ୍ଠ ନେତା।

ଏଆଇସିସି ଏଭଳି ନିଷ୍ପତ୍ତି ଘୋଷଣା କରିବା ପୂର୍ବରୁ ରାଜ୍ୟ ନିର୍ବାଚନ କମିଟି ମଧ୍ୟ ଏହି ପ୍ରସଙ୍ଗରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଛନ୍ତି । ଯେଉଁମାନେ ବାରମ୍ବାର ନିର୍ବାଚନ ହାରୁଛନ୍ତି ସେମାନଙ୍କୁ ଆଉ ପରୀକ୍ଷାନିରୀକ୍ଷା କରାନଯାଇ ଦକ୍ଷ, ପାରଦର୍ଶୀ ଓ ପ୍ରତିଭାଶାଳୀ ଯୁବକ, ମହିଳା କାନ୍ଧରେ କଂଗ୍ରେସ ଦାୟିତ୍ୱ ଦେବ । ଏହାସହ ସେମାନଙ୍କୁ ନିର୍ବାଚନରେ ଅଗ୍ରାଧିକାର ଦେବାକୁ ଚିନ୍ତା କରାଯାଇଥିବା ଦଳର ବରିଷ୍ଠ ନେତା କହିଛନ୍ତି।

undefined

ଭୁବନେଶ୍ୱରରୁ ଅଜିତ ଦାଶ, ଇଟିଭି ଭାରତ

Intro:Body:

ରାଜସ୍ଥାନରେ ରାଉରକେଲା ଝିଅ ବିକ୍ରି ଘଟଣା, ଉଦ୍ଧାର ପାଇଁ ଦିଲ୍ଲୀ ଗଲା ରାଉରକେଲା ପୋଲିସ

ରାଉରକେଲା: ରାଉରକେଲା ଲାଠିକଟା ଅଞ୍ଚଳର ନାବାଳିକାକୁ ରାଜସ୍ଥାନରେ ବିକ୍ରି ଘଟଣା, ଯୁବତୀଙ୍କୁ ରାଉରକେଲା ଆଣିବାକୁ ଦିଲ୍ଲୀ ଗଲା 5 ଜଣିଆ ପୋଲିସ୍ ଟିମ୍ । 

2018 ଫେବୃୟାରୀ 26 ତାରିଖରେ ମିସଟେକ ଅଫ ଫ୍ୟାକ୍ଟ( mistake of fact) କହି କେସ ବନ୍ଦ କରି ଦିଆଯାଇଥିଲା। କିନ୍ତୁ ବର୍ତ୍ତମାନ ମିଡିଆ ରିପୋର୍ଟ ପରେ ରାଉରକେଲା ପୋଲିସ ତଥା  ଡିସିପିୟୁ ଟିମକୁ ଦିଲ୍ଲୀ ପଠାଯାଇଛି । ଝିଅର ବାପାଙ୍କ ଅଭିଯୋଗ ଥିଲା ଯେ, ନ୍ୟାୟ ପାଇଁ ଏସପି ତଥା ଡିଆଇଜିଙ୍କ ନିକଟରେ ଗୁହାରୀ କରିଥିଲେ । କିନ୍ତୁ କୌଣସି ସୁଫଳ ମିଳିନଥିଲା ।

ଶେଷରେ ଅସହାୟ ନାବାଳିକା ଝିଅର ବାପା ଦିଲ୍ଲୀ ମହିଳା ଆୟୋଗର ଦ୍ବାରସ୍ଥ ହୋଇଥିଲେ । ତାଙ୍କ କାର୍ଯ୍ୟ କ୍ଷେତ୍ର ନ ଥିବା ସତ୍ତ୍ବେ ମଧ୍ୟ ସେମାନେ ରାଜସ୍ଥାନର  ଝୁନ୍ଝୁଣୁରୁ ନାବାଳିକାକୁ ଉଦ୍ଧାର କରିଛନ୍ତି । ନାବାଳିକା ଜଣକ 9 ମାସର ଗର୍ଭବତୀ ବୋଲି ଜଣାପଡିଛି । ଓଡିଶା ପୋଲିସର ଚୁପ ରହିବା ଘଟଣା ଉପରେ ଦୋଷୀ ପୋଲିସ କର୍ମୀ ମାନଙ୍କ ବିରୋଧରେ  କାର୍ଯନୁଷ୍ଠାନ ପାଇଁ ଦାବି କରିଛନ୍ତି ନାବାଳିକାଙ୍କ ବାପା।

ରାଉରକେଲା ପୋଲିସ ପାଇଁ ଏହି ଘଟଣା ଲଜ୍ଜା ବୋଲି ଦିଲ୍ଲୀ ମହିଳା ଆୟୋଗ ଲେଖିବା ପରେ ରାଉରକେଲା ଏସପି ସ୍ପଷ୍ଟୀକରଣ ରଖିଛନ୍ତି। ସେ ସ୍ପଷ୍ଟ କରିଛନ୍ତି କି, 2017 ଡିସେମ୍ବର 7 ତାରିଖରେ କେସ ନମ୍ବର 47 ରେ ଆଇପିସି ଧାରା 363ରେ ଏକ ମାମଲା ରୁଜୁ ହୋଇଥିଲା। 2017 ଡିସେମ୍ବର 23 ତାରିଖରେ ଝିଅକୁ ଉଦ୍ଧାର କରି 164ରେ ତାଙ୍କର ବୟାନ ରେକର୍ଡ ହେବା ପରେ ଝିଅକୁ ସିଡବ୍ଲ୍ୟୁସି ତାଙ୍କ ବାପାଙ୍କୁ ଦେଇଥିଲେ।

ନାବାଳିକାଙ୍କ ବାପା ରେଳ ବିଭାଗରୁ ସେବାନିବୃତ ହେବା ପରେ ଲାଠିକଟା ଥାନା ଅଞ୍ଚଳରେ ପରିବାର ସହ ରହୁଥିଲେ। ତାଙ୍କ ଅନୁପସ୍ଥିତିରେ ପଡୋଶୀ  ଚାନ୍ଦୋ ଓରାମ ନାବାଳିକାକୁ ନେଇ ତାଙ୍କ ବଡ଼ ଭଉଣୀ ତଥା ଭିଣୋଇକୁ ଦେଇଥିଲା। ସେମାନେ ନାବାଳିକାକୁ ଲକ୍ଷାଧିକ ଟଙ୍କାରେ ଝୁନ୍ଝୁଣୁର ମୁକେଶ ଅଗ୍ରୱାଲକୁ ବିକି ଦେଇଥିଲେ। ନାବାଳିକାର ବାପାଙ୍କ ଅଭିଯୋଗ ପରେ ନାବାଳିକା ତଥା ତାକୁ କିଣିଥିବା ଲୋକଙ୍କୁ ଧରି ପୋଲିସ ଲାଠିକଟା ଥାନା ଆଣି ଥିଲେ।

ଥାନାରେ ଝିଅଟି ତାକୁ ବିକ୍ରି ହୋଇଥିବା କଥା କହିଥିଲା।  ଆଉ ଆରମ୍ଭ ହୋଇଥିଲା  ପୋଲିସର ନକରାତ୍ମକ ଭୂମିକା । ପୋଲିସ କାଗଜପତ୍ରରେ ନାବାଳିକାକୁ ତା ବାପା ପାଇଲେ ବୋଲି ଲିଖିତରେ ହେବାପରେ ପୁଣି ନାବାଳିକାକୁ ଝୁଣଝୁଣର ବ୍ୟବସାୟୀଙ୍କୁ ଦିଆଯାଇଥିଲା। ବାରମ୍ବାର ଗୁହାରି କରି ଥିଲେ କିନ୍ତୁ ପୋଲିସ ତାଙ୍କ ନାବାଳିକା ଝିଅ କୁ ଫେରାଇ ଆଣିବାରେ ସଫଳ ହୋଇ ନଥିଲା।

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.