ETV Bharat / state

ଆନନ୍ଦପୁର ମ୍ୟୁନିସିପାଲିଟିରେ ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପ ଉଦ୍ଘାଟନ କଲେ ବିଧାୟକ

author img

By

Published : Nov 9, 2020, 9:59 PM IST

ଆନନ୍ଦପୁର ମ୍ୟୁନିସିପାଲିଟିରେ ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପ ଉଦ୍ଘାଟନ କରିଛନ୍ତି ବିଧାୟକ ଭାଗିରଥି ସେଠୀ । ଅଧିକ ପଢନ୍ତୁ

ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପ ଉଦ୍ଘାଟନ କଲେ ବିଧାୟକ

ଆନନ୍ଦପୁର: ଆନନ୍ଦପୁର ମ୍ୟୁନିସିପାଲିଟିରେ ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପ ଉଦ୍ଘାଟନ କରିଛନ୍ତି ବିଧାୟକ ଭାଗିରଥି ସେଠୀ । ଆନନ୍ଦପୁର ବଡ଼ଦାଣ୍ଡ ଠାରେ ଏକ ଉଦ୍ୟାନ ଓ ୨୦ ଗୋଟି ଭେଣ୍ଡିଂ ଜୋନ ଫକୀର ମୋହନ ବଜାରରେ ୯ଟି ଭେଣ୍ଡି ଜୋନ୍, ଉତ୍ତେରଶ୍ଵର ମନ୍ଦିର ନିକଟରେ ଏକ ଉଦ୍ୟାନ, ଖପରା ଖାଇ ବସଷ୍ଟାଣ୍ଡ ଠାରେ ୯ଟି ଭେଣ୍ଡି ଜୋନ୍ ଓ ସହର ଆଲୋକିକରଣ ବ୍ୟବସ୍ଥାର ଉଦଘାଟନ କରିଛନ୍ତି ।

ପୌର ଅଧିକାରୀ ହିତାଂଶୁ ସାମଲ ଓ ଅନ୍ୟ କର୍ମଚାରିଙ୍କ ଦ୍ଵାରା କାର୍ଯ୍ୟକ୍ରମ ପରିଚାଳିତ ହୋଇଛି । ଏହିସବୁ କାର୍ଯ୍ୟ ପାଇଁ ବିଧାୟକ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବେହେରା ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.