ETV Bharat / state

ଅଗ୍ରଣୀ ଜିଲ୍ଲା ହେବ କେନ୍ଦୁଝର, ସମୀକ୍ଷା କଲେ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ

ଦୁଇ ଦିନିଆ କେନ୍ଦୁଝର ଗ୍ରସ୍ତରେ ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ । ଶୁକ୍ରବାର ଏହି ଗ୍ରସ୍ତର ଦ୍ବିତୀୟ ଦିନରେ ମନ୍ତ୍ରୀ ଜିଲ୍ଲାପାଳଙ୍କ ଦରବାର ହଲରେ ଅନୁଷ୍ଠିତ  ଜିଲ୍ଲା ଯୋଜନା ବୋର୍ଡ଼ର ବୈଠକରେ ସାମିଲ ହୋଇ ଜିଲ୍ଲାରେ ବିଭିନ୍ନ ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର
author img

By

Published : Aug 30, 2019, 4:55 PM IST

କେନ୍ଦୁଝର: ଦୁଇ ଦିନିଆ କେନ୍ଦୁଝର ଗସ୍ତରେ ଖଣି ଓ ଇସ୍ପାତ ମନ୍ତ୍ରୀ ତଥା ଜିଲ୍ଲା ଯୋଜନା ବୋର୍ଡର ଅଧକ୍ଷ ପ୍ରଫୁଲ୍ଲ ମଲ୍ଲିକ । ଗତ ଗୁରୁବାର ମନ୍ତ୍ରୀ ଏହି ଗ୍ରସ୍ତରେ ଆସି ଖଣିଜ ପଦାର୍ଥ ଉତ୍ତୋଳନ ଓ ପରିବହନ ବ୍ୟବସ୍ଥା ନେଇ ଯୋଡ଼ା ଠାରେ ସମୀକ୍ଷା କରିଥିଲେ । ତେବେ ଶୁକ୍ରବାର ଏହି ଗ୍ରସ୍ତର ଦ୍ବିତୀୟ ଦିନରେ ମନ୍ତ୍ରୀ ଜିଲ୍ଲାପାଳଙ୍କ ଦରବାର ହଲରେ ଅନୁଷ୍ଠିତ ଜିଲ୍ଲା ଯୋଜନା ବୋର୍ଡ଼ର ବୈଠକରେ ସାମିଲ ହୋଇ ଜିଲ୍ଲାରେ ବିଭିନ୍ନ ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

ଏହି ବୈଠକରେ ମନ୍ତ୍ରୀ ଜିଲ୍ଲାରେ କାର୍ଯ୍ୟରତ ବିଭିନ୍ନ ରାସ୍ତା, ପାଣି ପ୍ରକଳ୍ପ, ବିଜୁଳି, ଗୃହ ଆଦିର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ । ଆଗାମୀ ଦିନରେ ଜିଲ୍ଲାକୁ କିପରି ଅଗ୍ରଣୀ ଜିଲ୍ଲାରେ ପରିଣତ କରିହେବ ସେ ନେଇ ଅଧିକ କାର୍ଯ୍ୟକ୍ରମ ଆରମ୍ଭ କରାଯିବା ଉପରେ ମନ୍ତ୍ରୀ ଗୁରୁତ୍ବାରୋପ କରିଥିଲେ ।

ଏଥିସହ ଏହି ଯୋଜନା ସାଧାରଣ ଲୋକଙ୍କ ପାଖରେ ପହଁଞ୍ଚିବା ସହ ଏହାର କ୍ରିୟାନୁୟାନ ହେବ । ପ୍ରତି ଦୁଇ ମାସରେ ଏହି ବୋର୍ଡ଼ ବୈଠକ ହେବ ବୋଲି ମନ୍ତ୍ରୀ ପ୍ରକାଶ କରିଥିଲେ । ଏହି ଯୋଜନା ବୈଠକରେ ଜିଲ୍ଲାପାଳଙ୍କ ସହ ଜିଲ୍ଲାର ଛଅ ଜଣ ବିଧାୟକ, ସାଂସଦ ଏବଂ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ଯୋଗ ଦେଇଥିଲେ ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

Intro:ସ୍ଲଗ- ଜିଲ୍ଲା ଯୋଜନାର ସମୀକ୍ଷା କଲେ ବୋର୍ଡ଼ ଅଧକ୍ଷ ପ୍ରଫୁଲ୍ଲ ମଲ୍ଲିକBody:
ଆଙ୍କର- ଦୁଇ ଦିନିଆ ଗ୍ରସ୍ତରେ ଆସି ପହଞ୍ଚିଛନ୍ତି ଖଣି ଓ ଇସ୍ପାତ ମନ୍ତ୍ରୀ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧକ୍ଷ ପ୍ରଫୁଲ୍ଲ ମଲ୍ଲିକ । ଦ୍ୱିତୀୟ ଦିନରେ ମନ୍ତ୍ରୀ ମଲ୍ଲିକ ଜିଲ୍ଲାପାଳଙ୍କ ଦରବାର ହଲ ଠାରେ ଜିଲ୍ଲା ଯୋଜନା ବୋର୍ଡ଼ର ବୈଠକରେ ସାମିଲ ହୋଇ ସମୀକ୍ଷା କରିଥିଲେ । ଜିଲ୍ଲାରେ କାର୍ଯ୍ୟରତ ବିଭିନ୍ନ ରାସ୍ତା, ପାଣି ପ୍ରକଳ୍ପ, ବିଜୁଳି, ଗୃହ ଆଦିର ଅଗ୍ରଗତି ସମ୍ପର୍କରେ ମନ୍ତ୍ରୀ ସମୀକ୍ଷା କରିଥିଲେ । ଆଗାମୀ ଦିନରେ ଜିଲ୍ଲାକୁ କିପରି ଅଗ୍ରଣୀ ଜିଲ୍ଲାରେ ପରିଣତ କରିହେବ ସେ ନେଇ ଅଧିକ କାର୍ଯ୍ୟକ୍ରମ ଆରମ୍ଭ କରାଯିବା ଉପରେ ମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ଏହା ସହ ଏହି ଯୋଜନା ସାଧାରଣ ଲୋକଙ୍କ ପାଖରେ ପହଁଚିବା ସହ ଏହାର କ୍ରିୟାନୁୟାନ ହେବ ପ୍ରତି ଦୁଇ ମାସରେ ଏହି ବୋର୍ଡ଼ ବୈଠକ ହେବ ବୋଲି ମନ୍ତ୍ରୀ ପ୍ରକାଶ କରିଥିଲେ । ଏହି ଯୋଜନା ବୈଠକରେ ଜିଲ୍ଲାର ଛଅ ଜଣ ବିଧାୟକ, ସାଂସଦଙ୍କ ସହ ଜିଲ୍ଲାପାଳ ଙ୍କ ସହ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ଯୋଗ ଦେଇଥିଲେ । ପ୍ରକାଶ ଯେ ଗତକାଲି ମନ୍ତ୍ରୀ ଖଣିଜ ପଦାର୍ଥ ଉତ୍ତୋଳନ ଓ ପରିବହନ ବ୍ୟବସ୍ଥା ନେଇ ଯୋଡ଼ା ଠାରେ ସମୀକ୍ଷା କରିଥିଲେ ।
ବାଇଟ- ପ୍ରଫୁଲ୍ଲ ମଲ୍ଲିକ( ଅଧ୍ୟକ୍ଷ, ଜିଲ୍ଲା ଯୋଜନା ବୋର୍ଡ଼ )Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.