ETV Bharat / state

ବାଲ୍ୟ ବିବାହ ରୋକିବାକୁ ପ୍ରଶାସନର ବ୍ଲୁ ପ୍ରିଣ୍ଟ

ଜିଲ୍ଳାକୁ ବାଲ୍ୟ ବିବାହ ଶୂନ୍ୟ କରିବା ପାଇଁ ପଣ କରିଛି ପ୍ରଶାସନ । ଏପରି କୁପ୍ରଥାକୁ ବନ୍ଦ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ପ୍ରଶାସନ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କନ୍ଧମାଳ
author img

By

Published : Aug 24, 2019, 11:36 PM IST

ଫୁଲବାଣୀ: ଜିଲ୍ଲାରେ ରୀତିମତ ଲାଗିରହିଛି ବାଲ୍ୟ ବିବାହ । ଏପଟେ ଅନେକ ଗାଁରେ ଝିଅ ମାନଙ୍କର ଅଳ୍ପ ବୟସରେ ପରିବାରଲୋକେ ବନ୍ଦ କରୁଛନ୍ତି ଶିକ୍ଷାଦାନ । ଫଳରେ ଅନେକ ସମୟରେ ଦୁର୍ବିସହ ହୋଇଯାଉଛି ଜିଲ୍ଲାର ବାଳିକାଙ୍କ ଜୀବନ । ସେଥିପାଇଁ ଏପରୁ କୁପ୍ରଥାକୁ ବନ୍ଦ କରିବା ପାଇଁ ଶନିବାର କନ୍ଧମାଳ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ କରିଛି ଯୋଜନା ।

ଭିଡ଼ିଓ ସୌଜନ୍ୟ: ସମ୍ବାଦଦାତା,କନ୍ଧମାଳ

ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ବୃନ୍ଦା ଡି ସମସ୍ତଙ୍କୁ ନେଇ ଆଲୋଚନା କରିଛନ୍ତି । ଫୁଲବାଣୀ ବିଧାୟକ ଅଙ୍ଗଦ କଂହର, ବାଲିଗୁଡା ବିଧାୟକ ଚକ୍ରମଣି କଂହର, ଘୁ. ଉଦୟଗିରି ବିଧାୟକ ସାଲୁଗା ପ୍ରଧାନଙ୍କ ସମେତ ପିଡ଼ିଡିଆରଡିଏ ବିଶ୍ବନାଥ ବାରିକ ପ୍ରମୁଖ ଯୋଗ ଦେଇଥିଲେ ।

ଜିଲ୍ଳାକୁ ବାଲ୍ୟ ବିବାହ ଶୂନ୍ୟ କରିବା ପାଇଁ ଏହି ବୈଠକରେ ହୋଇଛି ଗୁରୁତ୍ବପୂର୍ଣ୍ଣ ଆଲୋଚନା । ଏପରି କୁପ୍ରଥାକୁ ବନ୍ଦ କରିବା ପାଇଁ ଅନେକ ସଚେତନା ପୂର୍ଣ୍ଣ କାର୍ଯକ୍ରମ ଆରମ୍ଭ କରାଯିବ ବୋଲି ସୂଚନା ମିଳିଛି ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

Intro: କନ୍ଧମାଳ ଜିଲ୍ଲାରେ ବାଲ୍ୟ ବିବାହ ରୀତିମତ ଲାଗିରହିଛି । ଜିଲ୍ଳାର ଅନେକ ଗାଁରେ ଝିଅ ମାନଙ୍କୁ ଅଳ୍ପ ବୟସରେ ପାଠ ବନ୍ଦ କରି ବିବାହ କରି ଦେଉଛନ୍ତି ପରିବାର ଲୋକେ । ଫଳରେ ଅନେକ ସମୟରେ ଏପରି ବାଳିକା ବଧୁ ମାନଙ୍କ ଜୀବନ ଦୁର୍ବିସହ ହୋଇଯାଉଛି। ସେଥିପାଇଁ ଆଜି କନ୍ଧମାଳ ଜିଲ୍ଲା ପ୍ରଶାସନ ଯୋଜନା ପ୍ରସ୍ତୁତ କରିଛି ।

Body:

ଫୁଲବାଣୀ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଡ. ବୃନ୍ଦା ଡି ସମସ୍ତଂଙ୍କୁ ନେଇ ଆଲୋଚନା କରିଛନ୍ତି। ଫୁଲବାଣୀ ବିଧାୟକ ଅଙ୍ଗଦ କଂହର,ବାଲିଗୁଡା ବିଧାୟକ ଚକ୍ରମଣି କଂହର,ଘୁ.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନଙ୍କ ସମେତ ପିଡ଼ି ଡି ଆର ଡି ଏ ବିଶ୍ୱନାଥ ବାରିକ ପ୍ରମୁଖ ଯୋଗ ଦେଇଥିଲେ।

Conclusion:ଜିଲ୍ଳାକୁ ବାଲ୍ୟ ବିବାହ ଶୂନ୍ୟ କରିବା ପାଇଁ ସମସ୍ତେ ପଣ କରିଛନ୍ତି।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.