ETV Bharat / state

ମଣ୍ଟୁ ଘୋଷ ହତ୍ୟାକାଣ୍ଡ: ଟ୍ରାନ୍ସପୋଟର ଅଜିତ ଧଳ ଗିରଫ - ଟ୍ରାନ୍ସପୋଟର ଅଜିତ ଧଳ ଗିରଫ

ବ୍ରଜରାଜନଗର ଗୁଳିକାଣ୍ଡ ଘଟଣାରେ ଅନ୍ୟ ଏକ ଅଭିଯୁକ୍ତ ଗିରଫ । ସମ୍ବଲପୁରରୁ ଟ୍ରାନ୍ସପୋଟର ଅଜିତ ଧଳକୁ ଗିରଫ କରିଛି ଝାରସୁଗୁଡା ପୋଲିସ ।

ଫଟୋ ସୌଜନ୍ୟ: ପ୍ରତିନିଧି, ଝାରସୁଗୁଡା
author img

By

Published : Nov 9, 2019, 2:54 PM IST

ଝାରସୁଗୁଡା: ବ୍ରଜରାଜନଗର ଗୁଳିକାଣ୍ଡ ଘଟଣା । ମଣ୍ଟୁ ଘୋଷ ହତ୍ୟାକାଣ୍ଡ ମାମଲାରେ ଟ୍ରାନ୍ସପୋଟର ଅଜିତ ଧଳ ଗିରଫ । ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଅନନ୍ତ ଧଳ ଓରଫ ଭୀମାର ବଡଭାଇ ହେଉଛି ଅଜିତ ଧଳ । ଗତକାଲି ସମ୍ବଲପୁରରୁ ଗିରଫ କରିଛି ଝାରସୁଗୁଡା ପୋଲିସ ।

ସୂଚନାଯୋଗ୍ୟ, ଗତ ମଙ୍ଗଳବାର ରାତିରେ ବ୍ରଜରାଜନଗର ସହରର ଏକ ହୋଟେଲରେ ବସିଥିବାବେଳେ ଦୁର୍ଦ୍ଦାନ୍ତ ଅପରାଧୀ ସୋନୁ ଘୋଷର ଭାଇ ସୁମିତ ଘୋଷ(ମଣ୍ଟୁ) ଉପରକୁ ଗୁଳିମାଡ କରି ଫେରାର ହୋଇଯାଇଥିଲେ ଅଭିଯୁକ୍ତ । ଏହି ଘଟଣାରେ ପୂର୍ବରୁ ପୋଲିସ 4ଜଣଙ୍କୁ ଗିରଫ କରିସାରିଛି ।

ଝାରସୁଗୁଡାରୁ ରବି ସାହୁ, ଇଟିଭି ଭାରତ

Intro:ଝାରସୁଗୁଡା ବ୍ରଜରାଜନଗର ମଣ୍ଟୁ ଘୋଷ ହତ୍ୟାକାଣ୍ଡ ମାମଲା ରେ ଟ୍ରାନ୍ସପୋଟର ଅଜିତ ଧଳ ଗିରଫ ,ହତ୍ୟାକାଣ୍ଡ ର ମୁଖ୍ୟ ମୁଖ୍ୟ ଅଭିଯୁକ୍ତ ଅନନ୍ତ ଧଳ ଓରଫ ଭୀମା ର ବଡ଼ଭାଇ ହେଉଛି ଅଜିତ ଧଳ । ଗତକାଲି ସମ୍ବଲପୁର ରୁ ଗିରଫ କଲା ଝାରସୁଗୁଡା ପୋଲିସ।Body:।।Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.