ETV Bharat / state

ଯାଜପୁରରେ ଆଜି ସର୍ବାଧିକ 217 କୋରୋନା ପଜିଟିଭ ଚିହ୍ନଟ

ଜିଲ୍ଲାରେ ମଙ୍ଗଳବାର ସର୍ବାଧିକ 217 ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଫଳରେ ଜିଲ୍ଲାରେ ମୋଟ ସଂଖ୍ୟା 3132ରେ ପହଁଚିଛି ।

jajpur corona update
ଯାଜପୁରରେ ଆଜି ସର୍ବାଧିକ 217 କୋରୋନା ପଜିଟିଭ ଚିହ୍ନଟ
author img

By

Published : Aug 25, 2020, 3:00 PM IST

Updated : Aug 25, 2020, 3:05 PM IST

ଯାଜପୁର: ଜିଲ୍ଲାରେ ମଙ୍ଗଳବାର ସର୍ବାଧିକ 217 କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଫଳରେ ଜିଲ୍ଲାରେ ମୋଟ ସଂଖ୍ୟା 3132ରେ ପହଁଚିଛି । ଅନ୍ୟପଟେ ଜିଲ୍ଲାରେ 2097 ଜଣ ସୁସ୍ଥ ହୋଇ ଫେରିଥିବାବେଳେ ଏବେ ଜିଲାରେ 1035ଟି ସକ୍ରିୟ ମାମଲା ରହିଛି ।

ଯାଜପୁରରେ ଆଜି ସର୍ବାଧିକ 217 କୋରୋନା ପଜିଟିଭ ଚିହ୍ନଟ

ଜିଲ୍ଲାରେ ପ୍ରତ୍ୟେକ ଦିନ ୨ ହଜାରରୁ ଊର୍ଦ୍ଧ୍ବ ଆଣ୍ଟିଜେନ ଟେଷ୍ଟ କରାଯାଉଥିବା କାରଣରୁ ପଜିଟିଭ ସଂଖ୍ୟା ବୃଦ୍ଧି ପାଉଛି ବୋଲି ଜିଲ୍ଲାପାଳ କହିଛନ୍ତି । କୋରେଇ ବ୍ଲକ ରଗଡିରେ ଥିବା ଉପ କାରାଗାରରୁ 101 ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଅଧିକାଂଶ ଲକ୍ଷଣ ବିହୀନ ହୋଇଥିବା ହେତୁ ସେମାନଙ୍କୁ ଜେଲରେ ଆଇସୋଲେସନରେ ରଖାଯାଇଛି । ଏହାସହ ଲକ୍ଷଣ ଥିବା କଏଦୀଙ୍କୁ କୋଭିଡ କେୟାରକୁ ସ୍ଥାନାନ୍ତରିତ କରାଯାଇଛି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

Last Updated : Aug 25, 2020, 3:05 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.