ETV Bharat / state

ଜଗତସିଂହପୁର ଜିଲ୍ଲାରେ ଆଠ ହଜାର ମୁହାଁ ସଂକ୍ରମିତଙ୍କ ସଂଖ୍ୟା

ଜିଲ୍ଲାରେ କୋରୋନା ଆକ୍ରନ୍ତଙ୍କ ସଂଖ୍ୟା 8 ହଜାର ମୁହାଁ । ଆଜି ସୁଦ୍ଧା ଜିଲ୍ଲାରେ ଆକ୍ରନ୍ତଙ୍କ ସଂଖ୍ୟା 7920ରେ ପହଞ୍ଚିଛି ।

ଜଗତସିଂହପୁର ଜିଲ୍ଲାରେ ଆଠ ହଜାର ମୁହାଁ ସଂକ୍ରମିତଙ୍କ ସଂଖ୍ୟା
ଜଗତସିଂହପୁର ଜିଲ୍ଲାରେ ଆଠ ହଜାର ମୁହାଁ ସଂକ୍ରମିତଙ୍କ ସଂଖ୍ୟା
author img

By

Published : Nov 6, 2020, 10:50 PM IST

ଜଗତସିଂହପୁର: ଜିଲ୍ଲାରେ କୋରୋନା ଆକ୍ରନ୍ତଙ୍କ ସଂଖ୍ୟା 8 ହଜାର ମୁହାଁ । ଆଜି ସୁଦ୍ଧା ଜିଲ୍ଲାରେ ଆକ୍ରନ୍ତଙ୍କ ସଂଖ୍ୟା 7920ରେ ପହଞ୍ଚିଛି ।

ଆଜି ଜିଲ୍ଲାରେ 60 କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ବାଲିକୁଦାରୁ 4, ବିରିଡିରୁ 8, ଏରସମାରୁ 8, କୁଜଙ୍ଗରୁ 6, ନାଉଗାଁ ରୁ 6, ତିର୍ତ୍ତୋଲରୁ 3, ରଘୁନାଥପୁରରୁ 7, ଜଗତସିଂହପୁର ସଦରରୁ 11 , ଜଗତସିଂହପୁର ସହରରୁ 3 ଓ ପାରାଦ୍ବୀପରୁ 4 ଜଣ ଚିହ୍ନଟ ହୋଇଛନ୍ତି ।

ଜଗତସିଂହପୁର ଜିଲ୍ଲାରେ ଆଠ ହଜାର ମୁହାଁ ସଂକ୍ରମିତଙ୍କ ସଂଖ୍ୟା

ସେମାନଙ୍କ ମଧ୍ୟରୁ 2ଜଣ ସ୍ବାସ୍ଥ୍ୟକର୍ମୀ ଆକ୍ରାନ୍ତ ହୋଇଥିବାବେଳେ ଜଣେ ପୋଲିସ କନେଷ୍ଟବଳ ଅଛନ୍ତି ।

ଏହାକୁ ମିଶାଇ ଜିଲ୍ଲାରେ ଆକ୍ରନ୍ତଙ୍କ ସଂଖ୍ୟା 7920ରେ ପହଞ୍ଚିଛି । ସେମାନଙ୍କ ମଧ୍ୟରୁ 7289 ଜଣ ସୁସ୍ଥ ହୋଇ ସାରିଥିବା ବେଳେ ବର୍ତ୍ତମାନ ସୁଦ୍ଧା 611 ଜଣ ସକ୍ରିୟ ଆକ୍ରନ୍ତ ପାରାଦ୍ବୀପ କୋଭିଡ ହସ୍ପିଟାଲରେ ଚିକିତ୍ସାଧିନ ରହିଛନ୍ତି । ଜିଲ୍ଲାରେ ମୃତ୍ୟୁ ସଂଖ୍ୟା 23ରେ ପହଞ୍ଚିଛି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.