ETV Bharat / state

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମୁଖରେ କୃଷକଙ୍କ ଧାରଣା

author img

By

Published : Dec 15, 2020, 7:34 AM IST

କୃଷି ଆଇନ ପ୍ରତ୍ୟାହାର ଦାବି । ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଭିନ୍ନ ସଙ୍ଗଠନ ପକ୍ଷରୁ ଧାରଣା ପ୍ରଦର୍ଶନ । ଅଧିକ ପଢନ୍ତୁ...

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମୁଖରେ କୃଷକଙ୍କ ଧାରଣା
ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମୁଖରେ କୃଷକଙ୍କ ଧାରଣା

ଜଗତସିଂହପୁର: କୃଷି ଆଇନ ପ୍ରତ୍ୟାହାର ଦାବି କରି ଜିଲ୍ଲା ନବ ନିର୍ମାଣ କୃଷକ ସଂଗଠନ, ଅଖିଳ ଭାରତୀୟ କୃଷକ ସଙ୍ଗଠନ ଓ ବିଭିନ୍ନ ରାଜନୈତିକ ଦଳଙ୍କ ପକ୍ଷରୁ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ । ତେବେ ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସୋମବାର ଏହି ସଂଗଠନ ପକ୍ଷରୁ ପୃଥକ ପୃଥକ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ।

କେନ୍ଦ୍ର ସରକାର 2020 ବିଲ ଆଣି ଚାଷୀଙ୍କୁ ଶୋଷଣ କରିବାର ବ୍ୟବସ୍ଥା କରିଛନ୍ତି। ଏଣୁ ସରକାର ତୁରନ୍ତ କୃଷି ବିଲକୁ ପ୍ରତ୍ୟାହାର କରିବାକୁ ଦାବି କରି ଦେଶର ଏକ କୋଟି 20 ଲକ୍ଷ କୃଷକ ରାଜଧାନୀ ଦିଲ୍ଲୀକୁ ଘେରି ରହିଛନ୍ତି।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.